ଗଜପତି ଜିଲ୍ଲା ରଇତ କୁଲି ଓ ରଇତ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

Get real time updates directly on you device, subscribe now.

{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଗଜପତି ଜିଲ୍ଲା ରଇତ କୁଲି ଓ ରଇତ ସଂଘ ପକ୍ଷ ରୁ ଜିଲ୍ଲା ପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ଦାବି ଗୁଡ଼ିକ ହେଲା ଭାଗ ଚାଷୀଙ୍କୁ ଅନଲାଇନ ରେ ସୁବିଧା ସୁଜଗ ଯୋଗାଇଦେବା , ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତ ଯୋଜନା ରେ ସହେ ଦିନ ପରିବର୍ତ୍ତେ ଦୁଇଶ ଦିନ କାମ ଯୋଗାଇ ଦେବା,ଫସଲ କ୍ଷୟ କ୍ଷତି ଏକର ପିଛା ତିରିଶି ହଜାର ପ୍ରଦାନ କରିବା, ମଣ୍ଡି ରୁ ଯଥା ଶିଘ୍ର ଚାଷୀ ଙ୍କ ଧା ନ କ୍ର ୟ କରିବା, ଚାଷୀଙ୍କ ସକାଶେ ଗୋଦାମ ଗୃହ ନିର୍ମାଣ କରିବା ସକାଶେ ଦାବି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons