ପାରାଦୀପ : ପାରାଦୀପରେ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ଉପକୁଳ ସମରାଭ୍ୟାସ |ମିଳିତ ସମରାଭ୍ୟାସର ନାମ Sagar Kavach 2 ରଖାଯାଇଥିବା ବେଳେ ମେରାଇନ ପୋଲିସ , କୋଷ୍ଟ ଗାର୍ଡ, ନାଭାଲ, ବନ ବିଭାଗ, ମତ୍ସ୍ୟ ବିଭାଗ , ଗୁଇନ୍ଦା ଏଥିରେ ସାମିଲ ହୋଇଥିବା ଜଣାପଡିଛି | Paradip Coast ଉପକୁଳ ସହିତ ଜଳ ପଥ ରେ ମଧ୍ୟ କଡା ପ୍ରହରା ଦିଆଯାଉଥିବା ବେଳେ ପ୍ରତିଟି ଜାଗାରେ ଚେକିଂ କଡାକଡି ଭାବେ କରାଯାଉଛି |

Comments are closed, but trackbacks and pingbacks are open.