ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଚାଞ୍ଚଲ୍ୟ !

Get real time updates directly on you device, subscribe now.

{ ବଲାଙ୍ଗୀରରୁ ଅଞ୍ଜୁୁ ପୃଷ୍ଟିଙ୍କ ରିପୋର୍ଟ } : ଟ୍ରେନ ଲାଟ୍ରିନ ଭିତରୁ ମିହିଳ ମୃତ ଦେହ ଉଦ୍ଧାର କଣ୍ଟାବାଞ୍ଜି ରେଳ ଷ୍ଟେସନ ରେ ବିଶାଖାପାଟଣା – ରାୟପୁର ଟ୍ରେନର ଦିବ୍ୟାଙ୍ଗ କୋଚରେ ଥିବା ଲାଟ୍ରିନ ରୁ ଜଣେ ବୃଦ୍ଧା ମୃତ ଦେହ ଉଦ୍ଧାର। ମହିଳାଙ୍କ ପରିଚୟ ମିଳିନଥିବା ବେଳେ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଶବ ରଖି ଅଧିକ ତଦନ୍ତ କରୁଛି ଜିଆରପି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons