{ ବରଗଡ଼ରୁ ଗୌରାସାହୁଙ୍କ ରିପୋର୍ଟ } : ଏମିତି ଏକ ଦୁର୍ଘଟଣା ଘଟିଯାଇଛି ବରଗଡ଼ ଜିଲ୍ଲା ପଦ୍ମପୁର ରୁ ଗାଇସିଲେଟ ଯିବା ରାସ୍ତାରେ ଏକ ଅଜଣା ପିକଅପ ଗାଡ଼ି ଗୋଟିଏ ବାଇକ ରେ ଯାଉଥିବା ଦୁଇଜଣ ଯୁବକ କୁ ପଛପଟୁ ଧକ୍କା ଦେଇ ଫେରାର ମାରିଥିଲା l ଉକ୍ତ ଘଟଣା ରେ କୁଡାସିଂହା ର କୃଷ୍ଣଚନ୍ଦ୍ର ମେହେର ଓ ନୀଳଜୀପତ୍ରା ର ନୀଳମଣି ମେହେର ଦୁଇ ଜଣ ଭିତରୁ ଜଣ ଙ୍କ ଗୋଡ଼ ହାତ ଭାଙ୍ଗିଯାଇଛି l ଆଉ ଜଣଙ୍କ ଖଣ୍ଡିଆ ଖାବର ହୋଇପଡିଛି l ଉଦ୍ଧାର କରିବା ପାଇଁ ପଦ୍ମପୁର ଅଗ୍ନିଶମ ବିଭାଗ ଜଣାଇବା ରୁ ସଙ୍ଗେ ସଙ୍ଗେ ଘଟଣା ସ୍ଥାନ କୁ ପହଂଚି ପଦ୍ମପୁର ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ l
Comments are closed, but trackbacks and pingbacks are open.