{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ମତ୍ସ୍ୟ ବିଭାଗର କାର୍ଯ୍ୟରତ କର୍ମଚାରୀଙ୍କ ବଦଳି କେବେ? ଏଠାରେ ଦିର୍ଘ ତିନି ବର୍ଷରୁ ଉର୍ଦ୍ଧ୍ବ କର୍ମଚାରୀ କାର୍ଯ୍ୟରତ ଅଛନ୍ତି ।ପୁଣି ପ୍ରୋମସନ ପାଇ ଏଠାରେ ସ୍ଥାୟୀ ହୋଇ ରହିଛନ୍ତି। ଜିଲ୍ଲା ମତ୍ସ୍ୟ ଅଧିକାରୀ ନ ଥିବାରୁ ଅତିରିକ୍ତ ମତ୍ସ୍ୟ ଅଧିକାରୀ ଦୀର୍ଘ ଦିନ ହେଲା ଜିଲ୍ଲା ମତ୍ସ୍ୟ ଅଧିକାରୀ ଦାୟିତ୍ବ ତୁଲାଉ ଛନ୍ତି ତୁରନ୍ତ ସ୍ଥ।ୟି ଜିଲ୍ଲା ମତ୍ସ୍ୟ ଅଧିକାରୀ ଯୋଗ ଦାନ କଲେ ଚାଷୀ ଉପକୃତ ହୋଇ ପାରିବେ ଓ ନୂତନ ସରକାର ଖାଲୀ ପଡ଼ି ଥିବା ପଦଵୀ ସହ ସ୍ୱଚ୍ଛତା ଦୃଷ୍ଟି ରୁ ଦୀର୍ଘ ଦିନ କାର୍ଯ୍ୟ ରତ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରି ନୂତନ କର୍ମଚାରୀଯୋଗ ଦାନ କରିଲେ ଜିଲ୍ଲାର ବିକାଶ ହୋଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
Comments are closed, but trackbacks and pingbacks are open.