{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଓଡିଆ ଭଣ୍ଡାରି ସାହିସ୍ଥିତ ନଗର ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମିଳନୀ କକ୍ଷରେ କର୍ମ କ୍ଷେତ୍ରରେ ଚାପ ସମ୍ୱନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏ.ଡି.ପି. ହେଚ୍.ଓ ଡ.ଆନନ୍ଦ ସାମନ୍ଡରାଏ, ଡ.ରବି କୁମାର ଦାସ,ପ୍ରାଣରଂଜନ ନାଏକ,ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ବିଚିତ୍ରାନନ୍ଦ ବେବର୍ତ୍ତା ମଂଚାସୀନ ହୋଇଥିଲେ।ଚାପର ପ୍ରକ୍ରିୟା ଓ ତାର ପ୍ରତିକାର ଉପରେ ଆଲୋକପାତ ବକ୍ତାମାନେ କରିଥିଲେ।ଏଥିରେ ଅବସରପ୍ରାପ୍ତ କର୍ମଚାରୀ ଯଥା:-ଅଶ୍ୱିନୀ କୁମାର ପାଢୀ,ଭାଗବତ ପାଢୀ,ଆଶାଲତା ପାଣିଗ୍ରାହୀ ସମେତ ୩୫ ଜଣ ଅଂଶଗ୍ରହଣ କରିଥିଲେ।
Comments are closed, but trackbacks and pingbacks are open.