ଅଳିଆ ଗଦାରୁ ମିଳିଲା ମଣିଷର କଟା ହାତ ଏବଂ ଗୋଡ଼

Get real time updates directly on you device, subscribe now.

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ୟୁନିଟ୍‌-୩ ସ୍ଥିତ ଖାରବେଳ ନଗରର ଏକ ଅଳିଆ ଗଦାରୁ ମିଳିଛି ମଣିଷ ହାତ ଏବଂ ଗୋଡ଼ । ମଶିଷର ଖଣ୍ଡ ବିଖଣ୍ଡିତ ଶରୀର ମଧ୍ୟ ରାସ୍ତା ଉପରେ ପଡ଼ିଥିବା ଦେଖିବାକୁ ମିଳିଛି । ଏନେଇ ଖାରବେଳ ନଗର ପୋଲିସ୍‌ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ଘଟଣାର ତଦନ୍ତ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons