ଗାଡ଼ି ଧକ୍କାରେ ଯୁବକ ମୃତ

Get real time updates directly on you device, subscribe now.

ଗୋପାଳପୁର, (ବି.ବି.ନୁ୍ୟଜ): ମଙ୍ଗଳବାର ପୂର୍ବାହ୍ଣ ପ୍ରାୟ ସାଢେ ୧୧ଟାରେ ଗୋପାଳପୁର ଛକ ନିକଟ ଆଦିତ୍ୟ ଅଟୋ କେୟାର୍ ପାଖ ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଅଜଣା ଗାଡ଼ି ଏକ ବାଇକ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତୁ୍ୟ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ଏନ୍.ଭେଙ୍କଟେଶ ରେ‡ୀ (୧୮) । ବ୍ରହ୍ମପୁର ଏମ୍କେସିଜିରେ ଚିକିତ୍ସିତ ହେଉଥିବା ଦୁଇ ଗୁରୁତର ହେଉଛନ୍ତି କରାପଲ୍ଲୀର ଏନ୍.ସନ୍ତୋଷ ରେ‡ୀ (୪୦), ଏନ୍.ଭବାନୀ (୧୨) । ମୃତାହତମାନେ ଗୋପାଳପୁର ଥାନା ଅନ୍ତର୍ଗତ କରାପଲ୍ଲୀ ଗ୍ରାମ ସାଲିଆ ସାହିର । ସନ୍ତୋଷ ବାପା, ଭବାନୀ ପୁଅ ଏବଂ ଭେଙ୍କଟେଶ୍ ଦାଦା ପୁଅ ଭାଇ ବୋଲି ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons