“ଟାଟୁ ସ୍ୱାମୀ”

Get real time updates directly on you device, subscribe now.

ବୋରିଗୁମ୍ମା :- ବୋରିଗୁମ୍ମା ରେ ପହଂଚିଛନ୍ତି “ଟାଟୁ ସ୍ୱାମୀ” । ବିଶ୍ୱ ଶାନ୍ତି, ଏବଂ ସନାତନ ହିନ୍ଦୁ ଧର୍ମ ର ପ୍ରସାର ପ୍ରଚାର ପାଇଁ ସେ ପଦଯାତ୍ରା ପାଇଁ ବାହାରିଛନ୍ତି । ସ୍ୱାମୀ ଜଣଙ୍କ ଦେହ ରେ ତିରିଶି ରୁ ଉର୍ଧ୍ଵ ଭଗବାନ ଙ୍କ ଟାଟୁ ରହିଥିବା ହେତୁ ତାଙ୍କୁ ସେ ଟାଟୁ ସ୍ୱାମୀ ନାମରେ ଜଣାଶୁଣା । ତାଙ୍କ ପୁରା ନାମ ଲକ୍ଷ୍ମୀପତି ସ୍ୱାମୀ । କର୍ଣ୍ଣାଟକ ର ଉଡ଼ପି ଗ୍ରାମ ରେ ତାଙ୍କ ଜନ୍ମ । ତାଙ୍କ ଦେହରେ ବିଷ୍ଣୁ,କୃଷ୍ଣ,ଦୁର୍ଗା,ଶିବ,କାର୍ତିକ,ତ୍ରିପତି ବାଲାଜୀ,ସୂର୍ଯ୍ୟ,ଚନ୍ଦ୍ର ଏବଂ ଅନେକ ଦେବାଦେବୀ ଙ୍କ ଫୋଟ ନିଜ ଦେହ ରେ ଆଙ୍କିଛନ୍ତି । ଆଜି ସେ ବୋରିଗୁମ୍ମାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ରେ ପହଂଚିଛନ୍ତି । ପଦଯାତ୍ରା ସମୟରେ ଭାଇଚାରା ର ବାର୍ତା ଦେବା ଚିତ୍ର ସାମ୍ନା କୁ ଆସିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons