ଥାନା ଭିତରେ ମୁହାଁମୁହିଁ ହେଲେ ଦୁଇ ଦଳର କର୍ମୀ

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳ ଟାଉନ ଥାନାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଥାନା ଭିତରେ ବିଜେଡି ଓ ବିଜେପିକର୍ମୀ ହାତାହାତି ହୋଇଥିବା ଜଣାପଡ଼ିଛି । ଫଳରେ ଥାନା ପରିସରରେ ବ୍ୟାପକ ଉତ୍ତେଜନା ସୃଷ୍ଟି ହୋଇଛି । ଆଜି ଭୋଟ ଗ୍ରହଣ ବେଳେ ୧୫ ନମ୍ୱର ୱାର୍ଡରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳକୁ ନେଇ ଉଭୟ ଦଳ ଥାନାରେ ଏତଲା ଦେବାକୁ ଆସିଥିଲେ । ଏହି ସମୟରେ ହାତାହାତି ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons