ପିପିଏକୁ ବେଷ୍ଟ୍ ଏମ୍ପ୍ଲୟର୍ ବ୍ରାଣ୍ଡ୍ ଆୱାର୍ଡ

Get real time updates directly on you device, subscribe now.

ପାରାଦୀପ,(ବି,ବି.ଆପ୍ର): ପାରାଦୀପ ପୋର୍ଟ ଅଥରିଟି(ପିପିଏ)କୁ ଚଳିତ ବର୍ଷର ଓଡ଼ିଶା ବେଷ୍ଟ ଏମ୍ପ୍ଲୟର୍ ବ୍ରାଣ୍ଡ ଆୱାର୍ଡ-୨୦୨୨ ପ୍ରଦାନ କରାଯାଇଛି । ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ବନ୍ଦର ସଚିବ ପିଏନ୍ ବାହେକର ଓ ଟ୍ରାଫିକ୍ ମ୍ୟାନେଜର୍ ଜି ଏଡିସନ୍ଙ୍କୁ ୱାର୍ଲ୍ଡ ଫେଡେରେସନ୍ ଅଫ୍ ଏଚ୍ଆର୍ ପ୍ରଫେସନାଲ୍ସ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ବନ୍ଦର ଅଧ୍ୟକ୍ଷ ପିଏଲ୍ ହାରନାଦ ଓ ଉପାଧ୍ୟକ୍ଷ ଏକେ ବୋଷ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons