ପିପିଲି ଉପ ନିର୍ବାଚନ ମତଦାନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ

Get real time updates directly on you device, subscribe now.

ଶାନ୍ତି ଶୃଙ୍ଖଳାର ସହ ପିପିଲି ଉପ ନିର୍ବାଚନ ମତଦାନ ଅନୁଷ୍ଠିତ ହୋଇଛି । ଅପରାହ୍ନ ଘଟିକା ପର୍ଯ୍ୟନ୍ତ ଶତକଡା ୬୮.୪ ପ୍ରତିଶତ ମତଦାନ ହୋଇଛି । ନିର୍ବାଚନରେ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟର ମାନେ ନିର୍ଦ୍ଧାରଣ କରିଛନ୍ତି ।

ପୋଲିଂ ପାର୍ଟିମାନେ ଧିରେ ଧିରେ ଫେରିବା ଆରମ୍ଭ କରିଛନ୍ତି । ଇଭିଏମ ଏବଂ ଅନ୍ୟାନ୍ୟ ସାମଗ୍ରୀ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଯାଞ୍ଚ କରି ରଖାଯିବ । ତୁରନ୍ତ ଇଭିଏମ୍ ଗୁଡିକୁ ପେଣ୍ଠକଟା ୱେର ହାଉସ ଷ୍ଟ୍ରଙ୍ଗରୁମରେ ରଖାଯିବ । ଆସନ୍ତା ତାରିଖରେ ଭୋଟଗଣତି କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons