ବାଲେଶ୍ୱର ଭକ୍ତଙ୍କ ବଦାନ୍ୟତା :ଶ୍ରୀମନ୍ଦିରକୁ ୨୦ ଲକ୍ଷ ଟଙ୍କା ଦାନ

Get real time updates directly on you device, subscribe now.

ପୁରୀ,(ବି.ବି.ଆ.ପ୍ର.): ମହାପ୍ରଭୁଙ୍କ ଭକ୍ତିଭାବନାର ପ୍ରଭାବିତ ବାଲେଶ୍ୱର ଜିଲ୍ଲାର ସନନ୍ଦପୁର ନିବାସୀ ସୁପ୍ରିୟା ପଣ୍ଡା ଶ୍ରୀମନ୍ଦିର ଫାଉଣ୍ଡେସନ ଫଣ୍ଡକୁ ୨୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ଚେକ୍ ଆକାରରେ ସେ ଏହି ଟଙ୍କାକୁ ଦାନ ଦେଇଛନ୍ତି । ସୁପି୍ରୟାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଚେକ୍ ଗ୍ରହଣ କରି ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଉପଢେ଼øକନ ଦେଇ ସମ୍ମାନିତ କରିଛି । ଭକ୍ତ ସୁପି୍ରୟାଙ୍କ ମହାପ୍ରଭୁଙ୍କ ପ୍ରତି ଅଗାଢ଼ ଭକ୍ତି ଭାବନାର ଏହା ପ୍ରତିଫଳନ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons