ରାଜ୍ୟସ୍ତରୀୟ ବୀରତା ଦିବସ ପାଳନ

Get real time updates directly on you device, subscribe now.

ଭୁବନେଶ୍ୱର : ମହାନ୍ ସ୍ବାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂ ଥିଲେ ପ୍ରଚଣ୍ଡ ସ୍ବାଭିମାନୀ, ସ୍ବାଧୀନଚେତା ଓ ପ୍ରଜାବତ୍ସଳ। ସ୍ବାଧୀନତା ସଂଗ୍ରାମରେ ମାଧୋ ସିଂଙ୍କ ତ୍ୟାଗ ଓ ବଳିଦାନର ଦୃଷ୍ଟାନ୍ତ ବିରଳ ବୋଲି ସୁଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଶହୀଦ୍ କୁଞ୍ଜଳ ସିଂହ କ୍ଲବ୍‌ର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ବୀରତା ଦିବସ ପାଳନ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ ମୁଖ୍ଯ ଅତିଥି, ଅବସରପ୍ରାପ୍ତ ପ୍ରଧ୍ୟାପକ ଡ. ରବୀନ୍ଦ୍ର ଗଡତୀୟା ମୁଖ୍ଯ ବକ୍ତା ଏବଂ କ୍ଲବ୍ ସଭାପତି ଶ୍ରୀ ଅଶୋକ କୁମାର ପୂଜାହାରୀ ମାଧୋ ସିଂଙ୍କ ଜୀବନାଦର୍ଶ ବିଷୟରେ ଉଲ୍ଲେଖ କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons