ରାମେଶ୍ୱର ଅତିରିକ୍ତ ଜିଲ୍ଲାପାଳ

Get real time updates directly on you device, subscribe now.

କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କଠାରୁ): କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଭାବେ ରାମେଶ୍ୱର ପ୍ରଧାନ ଆଜି ଯୋଗ ଦେଇଛନ୍ତି । ଶ୍ରୀ ପ୍ରଧାନ ମାଲକାନାଗିରି ଉପଜିଲ୍ଲାପାଳ ଭାବେ କାମ କରୁଥିବା ବେଳେ ଗତ ଜୁନରେ ତାଙ୍କର ବଦଳି ହୋଇଥିଲା । ଶ୍ରୀ ପ୍ରଧାନ ଆଜି ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ଏଠାରେ ଜିଲ୍ଲା ଜରୁରୀ ବିଭାଗ ଅଧିକାରୀ ଓ ନନ୍ଦପୁର ବିଡ଼ିଓଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ନୂତନ ଦାୟିତ୍ୱ ନେବା ପରେ ଶ୍ରୀ ପ୍ରଧାନ କହିଛନ୍ତି, କୋରାପୁଟ ଜିଲ୍ଲାରେ ସେ ପୂର୍ବରୁ କାମ କରଛନ୍ତିି । ଏବେ ନୂତନ ଦାୟିତ୍ୱ ମିଳିବା ପରେ ସମ୍ପାଦନ କରିବାରେ କୌଣସି ସମସ୍ୟା ରହିବ ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons