୧୬ ନମ୍ବର ଜାତୀୟ ରାଜପଥ ଜଂକିଆ ଖେଳପଢିଆ ନିକଟସ୍ଥ ରାଜପଥ ଉପରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର , ହତ୍ୟା ସନ୍ଦେହ…

Get real time updates directly on you device, subscribe now.

ଟାଙ୍ଗି :- ମୃତକ ଜଣଙ୍କ ରଣପୁର ଥାନା ଭେରୁପଡା ଗ୍ରାମର ରଂଜନ ବୋଲି ଜଣାପଡିଛି। ରଣପୁରର ରାଜେଶ କୁମାର ପରିଡା ଓ ରଂଜନ ଏକ ପଲସର ବାଇକ ଯୋଗେ ଜଂକିଆ ପଟୁ ଗୋଳବାଇ ଆଡକୁ ଯାଉଥିବା ବେଳେ ରଂଜନର ମୃତ ଦେହକୁ ଜାତୀୟ ରାଜପଥ ଉପରେ ପକାଇ ଦେଇ ରାଜେଶ ଦୁର୍ଘଟଣା ହୋଇଥିବା ଅଭିନୟ କରି ରାସ୍ତା କଡରେ ବସିରହିଥିଲେ।ଲୋକେ ଦେଖି ପୋଲିସ କୁ ଖବର ଦେବାରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦେଖିବାରୁ ମୃତକ ଜଣଙ୍କ ର ପଛପଟ ମୁଣ୍ଡକୁ ଏକ ଧାରୁଆ ଅସ୍ତ୍ରରେ ହଣାଯାଈଛି।
ଜଙ୍କିଆ ପୋଲିସ ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଇ ମୋଟର ସାଇକେଲ ଜବତ କରି ରାଜେଶ କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons