ପାରାଦୀପ,(ବି.ବି.ନୁ୍ୟଜ): କୋଭିଡ୍ ପରିଚାଳନା କ୍ଷେତ୍ରରେ ଆଇଓସିଏଲ୍ର ପାରାଦୀପ ରିଫାଇନାରିକୁ ପିଆର୍ଏସ୍ଆଇ(ପବ୍ଲିକ୍ ରିଲେସନ୍ସ ସୋସାଇଟି ଅଫ୍ ଇଣ୍ଡିଆ) ଜାତୀୟ ପୁରସ୍କାର-୨୦୨୦ ପ୍ରଦାନ କରାଯାଇଛି । ଗତ ୨୧ ତାରିଖରେ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମ ଜରିଆରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ.ରମେଶ ପୋଖରିଆଲ୍ ନିଶାଙ୍କ, ଉତ୍ତରାଖଣ୍ଡର ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟା, ଆଇପିଆରଏ ସଭାପତି ପି ବୋରେମାନ୍ସ, ପିଆର୍ଏସ୍ଆଇ ଜାତୀୟ ସଭାପତି ଡ. ଅଜିତ୍ ପାଠକଙ୍କ ଉପସ୍ଥିତିରେ ପାରାଦୀପ ରିଫାଇନାରି ଇଡି ଟିଡିଭିଏସ୍ ଗୋପାଲକ୍ରୀଷ୍ଣାଙ୍କୁ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଥିଲା ।


Comments are closed, but trackbacks and pingbacks are open.