ଇକୋ ରିଟ୍ରିଟ୍ ଓ ସୂର୍ଯ୍ୟମନ୍ଦିରରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ

Get real time updates directly on you device, subscribe now.

କୋଣାର୍କ,(ବି.ବି.ନୁ୍ୟଜ୍): ବିଶ୍ୱ୍ରସିଦ୍ଧ ର୍ଯ୍ୟଟନସ୍ଥଳୀ କୋଣାର୍କରେ କେନ୍ଦ୍ର ର୍ଯ୍ୟଟନ ମନ୍ତ୍ରୀ ୍ରହଲ୍ଲାଦ ସିଂ ଟେଲ । କୋଣାର୍କ ପରିଦର୍ଶନରେ ଆସି ଆମ ।ଖରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଅଛି, କୋଣାର୍କ ୁରୀକୁ ମିଶାଇ ଆଇକନ ସିଟି ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ କେନ୍ଦ୍ର ର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଟେଲ୍ । ଶୁକ୍ରବାର ୂର୍ବାହ୍ନ ୧୧ଟାରେ ଶ୍ରୀ ଟେଲ୍ ଏଠାରେ ପହଞ୍ଚôବା ରେ ୍ରଥମେ ମେରାଇନ ଡ୍ରାଇଭ୍ ଇକୋ ରିଟ୍ରିଟରେ କିଛି ସମୟ ଅତିବାହିତ କରିଥିଲେ । ରେ ସୂର୍ଯ୍ୟମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ରିଦର୍ଶନରେ ଆସିଥିଲେ । ବିଜେି କ୍ଷରୁ ସୂର୍ଯ୍ୟମନ୍ଦିର ମୁଖ୍ୟଦ୍ୱାରରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ୍ରଭାତି ରିଡ଼ା, ଜିଲ୍ଲା ସଭାପତି ଆଶ୍ରିତ ଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ମହେଶ ମହାନ୍ତି, ୂର୍ବତନ ବିଧାୟକ ରବି ମଲ୍ଲିକ, କୋଣାର୍କ ମଣ୍ଡଳ ସଭାପତି ସୁକାନ୍ତ ନାୟକ ୍ରମୁଖ କେନ୍ଦ୍ର ର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଟେଲ୍ଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ସ୍ୱୀକୃତି୍ରାପ୍ତ ଗାଇଡ୍ ଆଭାସ ମହାନ୍ତି ମନ୍ଦିର ଇତିହାସ ସମ୍ପର୍କରେ ଶ୍ରୀ ଟେଲଙ୍କୁ ଟିକିନିଖି ଭାବେ ବୁଝାଇଥିଲେ । କେନ୍ଦ୍ର ର୍ଯ୍ୟଟନ ମନ୍ତ୍ରୀ ମନ୍ଦିରର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ । ସେ ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ମନ୍ଦିର ଭିତରେ ଅତିବାହିତ କରିଥିଲେ । ଶେଷରେ ଇକୋ ରିଟ୍ରିଟ୍ରେ ଅନୁÂିତ ଜାତୀୟ ର୍ଯ୍ୟଟନ ସମ୍ମିଳନୀରେ ଯୋଗଦେଇଥିଲେ । ଏହି ଗସ୍ତ ସମୟରେ ଏଏସ୍ଆଇ ଯୁଗ୍ମ ମହାନିଦେ୍ର୍ଧଶକ ଜେ. ଶର୍ମା, ଏଏସଆଇ ସର୍କଲ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ କୁମାର ମଲ୍ଲିକ, ର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ୍ରଧାନ, ସ୍ଥାନୀୟ ସଂରକ୍ଷଣ ଅଧିକାରୀ ନିରଜ ସିଂ, କୋଣାର୍କ ଥାନା ଆଇଆସି ରଞ୍ଜନ କୁମାର ମଲ୍ଲିକ, ଏଏସଆଇ ୍ରଶାସନିକ ଅଧିକାରୀ ଏବଂ ଅନ୍ୟ ଦାଧିକାରୀମାନେ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ।ଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons