କଲେଜରେ ବ୍ୟାପକ ଭଙ୍ଗାରୁଜା ସହ ନିଆଁ ଜାଳି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

Get real time updates directly on you device, subscribe now.

ଗଜପତି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି । କଲେଜରେ ବ୍ୟାପକ ଭଙ୍ଗାରୁଜା ସହ ନିଆଁ ଜାଳି ଆନ୍ଦୋଳନ କଲେ ଛାତ୍ରଛାତ୍ରୀ । ଅଧ୍ୟାପକମାନଙ୍କ ମନମୁଖୀ କାର‌୍ୟ୍ୟ ଓ ଛାତ୍ରଙ୍କ ପରୀକ୍ଷା ଖାତା ମୂଲ୍ୟାୟନରେ ପାତର ଅନ୍ତର କରୁଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଆନ୍ଦୋଳନ ପରେ ଛାତ୍ର ନେତାଙ୍କ ସହ କଲେଜ ଅଧ୍ୟାପକଙ୍କ ଆଲୋଚନା ହୋଇଛି । ଆଲୋଚନାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ, ପାରଳାଖେମୁଣ୍ଡି ଥାନା ଅଧିକାରୀ ସାମିଲ ରହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons