ନୟାଗଡ: ପୁଣି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ନୟଗଡ଼ା ବାହାଡ଼ାଝୋଲା କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିବା ଭଜକୃଷ୍ଣ ବେହେରାଙ୍କ ମୃତ୍ୟୁ । କାରଣ ଅସ୍ପଷ୍ଟ । ମୃତକଙ୍କ ଘର ଓଡଗାଁ ଥାନା ହରିପୁର ଗାଁରେ । ସେ ତାମିଲନାଡୁରୁ ଆସି ସେଠାରେ ଥିଲେ । ବର୍ତ୍ତମାନ ଏହି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଛି। ଏହି ତାମିଲନାଡୁର ଫେରି କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ। ତେବେ ହଠାତ୍ କିପରି ତାଙ୍କର ମୃତ୍ୟୁ ହେଲା ଜଣାପଡି ନାହିଁ।
Comments are closed, but trackbacks and pingbacks are open.