ଚୋରି ଗାଡି ଗ୍ୟାଙ୍ଗର ପର୍ଦ୍ଦାଫାଶ : ୭ ଗିରଫ

Get real time updates directly on you device, subscribe now.

ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ଟାଉନ ଥାନା ପୋଲିସ ଦ୍ବାରା ଚୋରି ଗାଡି ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଛି । ଚୋରି ଗାଡି ଗ୍ୟାଙ୍ଗର ୭ ଜଣ ଚୋର ଗିରଫ କରିଛି ଜୟପୁର ପୋଲିସ । ଏହାସହ ସେମାନଙ୍କଠାରୁ ୯ଟି ବାଇକ୍ ପୋଲିସ ଜବତ କରିଛି । ଜବତ ବାଇକ୍ ମଧ୍ୟରେ ୬ଟି ବୁଲେଟ୍ ରହିଛି । ଗାଡି ଚୋରି କରି ଚୋରମାନେ ଗଞ୍ଜେଇ ଚାଲାଣକାରୀଙ୍କୁ ଏସ୍କଟ ଦେଇ ଆସୁଥିଲେ ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons