ଜାହାଜରୁ ଖସିପଡ଼ିଲେ ବିଦେଶୀ

Get real time updates directly on you device, subscribe now.

ପାରାଦୀପ ,(ବି.ବି.ନ୍ୟୁଜ୍): ଆଜି ଏକ ଜାହାଜରୁ ଜଣେ ବିଦେଶୀ ଖସିପଡିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ଦୁଇଟାରେ ସି-କ୍ୟୁ-ୱାନ୍ ବର୍ଥରେ ଲୁୁହା କଞ୍ଚାମାଲ୍ ନେବା ପାଇଁ ଲିବର୍ଟି ମେରିନ୍ କଂପାନୀ ଜାହାଜ ଲାଗିଥିଲା । ଏହି ସମୟରେ ଜଣେ ବିଦେଶୀ ଜାହାଜରେ ଚଢ଼ୁଥିବା ବେଳେ ଖସିପଡିଥିଲେ । ତେବେ ତାଙ୍କୁ ଉଦ୍ଧାର କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons