ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

Get real time updates directly on you device, subscribe now.

ଟାଙ୍ଗି: ଟ୍ରେନ ଆଗକୁ ଡେଇଁ ପଡିଲା ଯୁବକ , ସେହିଠାରେ ମୁଣ୍ଡଠାରୁ ଶରୀର ଅଲଗା ହୋଇଗଲା । ଟ୍ରେନରେ ଯାତ୍ରା କରିବାକୁ ଅପେକ୍ଷା କରିଥିବା ଶହ-ଶହ ଯାତ୍ରୀ ହତବାକ ହୋଇଗଲେ । ଏହି ଘଟଣା କାଳୁପଡାଘାଟ ରେଳ ଷ୍ଟେସନଠାରେ ଘଟିଛି ।
ଷ୍ଟେସନରେ ଆଉଟ-ପାଉଟ ହୋଇ ଏଣେ-ତେଣେ ବୁଲୁଥିବା ଯୁବକ ହଠାତ ଏକ ମାଲ-ବାହୀ ଟ୍ରେନ ଆଗକୁ ଡେଇଁ ପଡି ଆତ୍ମହତ୍ୟା କରିଛି । ହେଲେ ଏହି ଯୁବକ ଜଣକ କିଏ ଓ କାହିଁକି ଏଭଳି କାମ କଲା ତାହା ଏଯାଏଁ ଜଣାପଡିନାହିଁ । ରେଳବାଇ ଥାନା ପୋଲିସ ତଦନ୍ତ ପରେ ଘଟଣା ର ପ୍ରକୃତ ରହସ୍ୟ ସାମ୍ନାକୁ ଆସିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons