ଡକାୟତି ଯୋଜନା ପଣ୍ଡ: ୬ ଗିରଫ

Get real time updates directly on you device, subscribe now.

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅଂଚଳରେ ଡକାୟତି ଯୋଜନା ପଣ୍ଡ | ଜାତୀୟ ରାଜପଥ ୫୯ ନନ୍ଦିଘୋର ବିଶ୍ରାମଗାରଠାରୁ ଧରାକୋଟ ପୋଲିସ ୬ଜଣ ଡକାୟତଙ୍କୁ ଗିରଫ କରିଛି | ଧରାପଡ଼ିଥିବା ଅଭିଯୁକ୍ତଙ୍କ ପାଖରୁ ଧରାକୋଟ ପୋଲିସ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଜବତ କରିଛି।
ପୋଲିସର ସୂଚନାନୁଯାୟୀ, ଗୋଟିଏ ନମ୍ବର ବିହୀନ କଳା ପଲସର ବାଇକ, ଦୁଇଟି ହାତ ଭିଡା ବୋମା, ଗୋଟିଏ ଖଣ୍ଡା, ଗୋଟିଏ ଭୁଜାଲି ଅଭିଯୁକ୍ତଙ୍କଠାରୁ ପୋଲିସ ଜବତ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons