ତେନ୍ତୁଲିଖୁଣ୍ଟି ବ୍ଲକ ଦେଓପାଲିଠାରେ ବିଜେପିର ମିଶ୍ରଣ ପର୍ବ

Get real time updates directly on you device, subscribe now.

ତେନ୍ତୁଳୀଖୁଣ୍ଟି (ଦେବେନ୍ଦ୍ର ବିବିଷୋୟୀଙ୍କ ରିପୋର୍ଟ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଦେଓପାଲି ଠାରେ ବିଜେପି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ଜ୍ଝଉକ୍ତ ପର୍ବ ରେ ଅନେକ ଅସନ୍ତୁଷ୍ଠ କର୍ମୀ ଏବଂ ଅନ୍ୟାନ୍ୟ ଲୋକଙ୍କୁ ନେଇ ପ୍ରାୟ ୪୫୦ ଜଣ ବିଜେପି ରେ ମିଶିଥିବା ସୂଚନା ମିଳିଛି ଜ୍ଝ ବିଜେପି ମହିଳା ମାନଙ୍କୁ ପ୍ରାଧାନ୍ୟ ଦେବାସହ ନାରୀ ଶକ୍ତି ବିକାଶ ପାଇଁ ପ୍ରୟାସ ଜାରିରଖିଥିବା ନେଇ ଜିଲ୍ଲା ମହିଳା ମୋର୍ଚା ସଭାପତି ସମିଷ୍ଟ୍ରାଦେଓ ପ୍ରକାଶ କରିଛନ୍ତି ଜ୍ଝଉଜ୍ଜଳା ଯୋଜନା ନାରୀଙ୍କ ସ୍ୱାର୍ଥ ପ୍ରସ୍ତୁତ ହୋଇଛି ଏବଂ ମୋଦିଙ୍କ ବିଚାର ଧାରା ବିକାଶ ପାଇଁ ଲୋକେ ବିଜେପି କୁ ବାଛନ୍ତୁ ବୋଲି ପ୍ରକାଶ କରିଛନ୍ତି ଜ୍ଝଏହି ସଭାରେ ବିଜେପି ଦଳରେ ଯୋଗଦେଇଥିବା ଲୋକଙ୍କୁ ନେଇ ଦଳ ଗର୍ବ କରିବା ସହ ନିଜ ଦଳର ଶାନ୍ତି ଶୃଙ୍ଖଳା ଏବଂ ସମାନତା ରେ ଅନୁପ୍ରାଣିତ ହୋଇ କର୍ମୀ ମାନେ ବିଜେପି ମୁହା ହେଇଥିବା ଦଳ ପ୍ରକାଶ କରିଛି ଜ୍ଝକଂଗ୍ରେସ ର ଅସନ୍ତୁଷ୍ଠ କର୍ମୀ ଶ୍ରୀ ବିଶ୍ୱନାଥ ସିଂ ଙ୍କ ସହ ପ୍ରାୟ ୬୦ ରୁ ଉର୍ଦ୍ଧ ବିଜେପି ରେ ଯୋଗ ଦେଇଥିଲେ ।ଏହି ସଭାରେ ବି ଜେ ପି ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଶୋଇ,ରାଜ୍ୟ କାର୍ୟ୍ୟ କାରିଣୀ ସଭାପତି ଶ୍ରୀ ଗୌରୀ ଶଙ୍କର ମାଝୀ ,ଜିଲ୍ଲା ସାଧାରଣ ସମ୍ପାଦକ ଅଚୂତାନନ୍ଦ ବିଶୋଇ ,ରାଜ୍ୟ କାର୍ୟ୍ୟ କାରିଣୀ ଶ୍ରୀ ଗୋବିଦ ଜୈନ ,ସମ୍ପାଦକ ମନୋଜ ମହାଂକୁଡ଼ ନଗର ସଭାପତି ଅମୁଲ୍ୟ ମିଶ୍ର ,ଜିଲ୍ଲା ମହିଳା ମୋର୍ଚା ଶ୍ରୀମତୀ ଶର୍ମିଷ୍ଠା ଦେଓ ,ଅରୁଣ ପୂଜାରୀ ,ଶଙ୍କର ଷଡ଼ଙ୍ଗୀ ଙ୍କ ଭଳି ଅନ୍ୟାନ୍ୟ ବିଜେପି ନେତା ମାନେ ଉପସ୍ଥିତ ଥିଲେ ଜ୍ଝ
ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଦେଓପାଲି ଠାରେ ବିଜେପି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ଜ୍ଝଉକ୍ତ ପର୍ବ ରେ ଅନେକ ଅସନ୍ତୁଷ୍ଠ କର୍ମୀ ଏବଂ ଅନ୍ୟାନ୍ୟ ଲୋକଙ୍କୁ ନେଇ ପ୍ରାୟ ୪୫୦ ଜଣ ବିଜେପି ରେ ମିଶିଥିବା ସୂଚନା ମିଳିଛି ଜ୍ଝ ବିଜେପି ମହିଳା ମାନଙ୍କୁ ପ୍ରାଧାନ୍ୟ ଦେବାସହ ନାରୀ ଶକ୍ତି ବିକାଶ ପାଇଁ ପ୍ରୟାସ ଜାରିରଖିଥିବା ନେଇ ଜିଲ୍ଲା ମହିଳା ମୋର୍ଚା ସଭାପତି ସର୍ମିଷ୍ଟା ଦେଓ ପ୍ରକାଶ କରିଛନ୍ତି ଜ୍ଝଉଜ୍ଜଳା ଯୋଜନା ନାରୀଙ୍କ ସ୍ୱାର୍ଥ ପ୍ରସ୍ତୁତ ହୋଇଛି ଏବଂ ମୋଦିଙ୍କ ବିଚାର ଧାରା ବିକାଶ ପାଇଁ ଲୋକେ ବିଜେପି କୁ ବାଛନ୍ତୁ ବୋଲି ପ୍ରକାଶ କରିଛନ୍ତି ଜ୍ଝଏହି ସଭାରେ ବିଜେପି ଦଳରେ ଯୋଗଦେଇଥିବା ଲୋକଙ୍କୁ ନେଇ ଦଳ ଗର୍ବ କରିବା ସହ ନିଜ ଦଳର ଶାନ୍ତି ଶୃଙ୍ଖଳା ଏବଂ ସମାନତା ରେ ଅନୁପ୍ରାଣିତ ହୋଇ କର୍ମୀ ମାନେ ବିଜେପି ମୁହା ହେଇଥିବା ଦଳ ପ୍ରକାଶ କରିଛି ଜ୍ଝକଂଗ୍ରେସ ର ଅସନ୍ତୁଷ୍ଠ କର୍ମୀ ଶ୍ରୀ ବିଶ୍ୱନାଥ ସିଂ ଙ୍କ ସହ ପ୍ରାୟ ୬୦ ରୁ ଉର୍ଦ୍ଧ ବିଜେପି ରେ ଯୋଗ ଦେଇଥିଲେ ।ଏହି ସଭାରେ ବି ଜେ ପି ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଶୋଇ,ରାଜ୍ୟ କାର୍ୟ୍ୟ କାରିଣୀ ସଭାପତି ଶ୍ରୀ ଗୌରୀ ଶଙ୍କର ମାଝୀ ,ଜିଲ୍ଲା ସାଧାରଣ ସମ୍ପାଦକ ଅଚୂତାନନ୍ଦ ବିଶୋଇ ,ରାଜ୍ୟ କାର୍ୟ୍ୟ କାରିଣୀ ଶ୍ରୀ ଗୋବିଦ ଜୈନ ,ସମ୍ପାଦକ ମନୋଜ ମହାଂକୁଡ଼ ନଗର ସଭାପତି ଅମୁଲ୍ୟ ମିଶ୍ର ,ଜିଲ୍ଲା ମହିଳା ମୋର୍ଚା ଶ୍ରୀମତୀ ଶର୍ମିଷ୍ଠା ଦେଓ ,ଅରୁଣ ପୂଜାରୀ ,ଶଙ୍କର ଷଡ଼ଙ୍ଗୀ ଙ୍କ ଭଳି ଅନ୍ୟାନ୍ୟ ବିଜେପି ନେତା ମାନେ ଉପସ୍ଥିତ ଥିଲେ ଜ୍ଝ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons