ତେଲକୋଇ : ତେଲକୋଇ ଥାନା ଅନ୍ତର୍ଗତ ଆକୁଳ ଗାଁ ହାଟରୁ ମୋବାଇଲ ଚୋରି କରୁଥିବା ଯୁବକଙ୍କୁ ଧରି ଛେଚିଲେ ଲୋକେ ।ହାଟକୁ ପରିବା ପାଇଁ ଯାଇଥିବା ଜଣେ ଯୁବକଙ୍କ ଠାରୁ ମୋବାଇଲ ଚୋରି କରି ଦୈ।ଡି ପଳେଇ ଯାଉଥିବା ବେଳେ ଧରି ପକାଇ ଥିଲେ ଲୋକେ ।
ଆଗରୁ ମଧ୍ୟ ହାଟରୁ ୬ଟି ମୋବାଇଲ ଚୋରି ହୋଇଥିବା ବେଳେ ଚୋର ଧରାପଡିନଥିଲା ।ତେବେ ଆଜି ଲୋକଙ୍କ ରୋଷର ଶିକାର ହୋଇଥିଲା ଚୋର । ଚୋରକୁ ଉତମ ମଧ୍ୟମ ଦେଇ ପୁଲିସ ଜିମା ଦେଇଛନ୍ତି ଲୋକେ ।


Comments are closed, but trackbacks and pingbacks are open.