ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନଳ ଗ୍ରାମ ତାରିଣୀ ବନ୍ଧରେ ଭାସୁଥିବାର ଦେଖିବାକୁ ମିଳିଛି ଏକ ଶିଶୁର ମୃତ ଦେହ । ଏହି ଶିଶୁଟି ଏକ କନ୍ୟା ଭୃଣ ବୋଲି ଅନୁମାନ କରାଯାଇଛି । ଆଜି ଦିନ ୩ ଟା ସମୟରେ ଜୈନେକ ଯୁବକ ଶୌଚ କରିବାକୁ ଯାଇଥିବା ବେଳେ ଏହା ଦେଖିବାକୁ ପାଇଥିଲେ । ବର୍ତ୍ତମାନ ସମାଜରେ କନ୍ୟା ସନ୍ତାନକୁ ଜନ୍ମ ଦେବା ଏକ ପାପ ବୋଲି ବିଚାର କରୁଥିବା ବାପମାନଙ୍କୁ କଡା ଭାଷାରେ ନିନ୍ଦା କରାଯାଉଛି ।


Comments are closed, but trackbacks and pingbacks are open.