ବଟି ଆଦାୟ ଅଭିଯୋଗରେ ସାମ୍ବାଦିକ କୋର୍ଟ ଚାଲାଣ

Get real time updates directly on you device, subscribe now.

ମୟୁରଭଞ୍ଜ, (ବି.ବି.ନ୍ୟୁଜ୍): ସମାଜର ହିତ ଚିନ୍ତା କରିବା ଏକ ସାମ୍ବାଦିକର ମୂଳଲକ୍ଷ୍ୟ । ମାତ୍ର ବିଭିନ୍ନ ସମୟରେ ସାମ୍ବାଦିକଙ୍କ ଉପରେ ଆସୁଥିବା ଗଣ୍ଡଗୋଳ, ଧମକଚମକ, ଉକ୍ରୋଚ ଭଳି ବିଭିନ୍ନ ନିନ୍ଦନୀୟ ଅଭିଯୋଗ ନେଇ ସାମ୍ବାଦିକଙ୍କ ସମ୍ମାନ ପଦାରେ ପଡିବା ସହ ସାମ୍ବାଦିକତା ବୃତ୍ତି ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ସେହିଭଳି ଏକ ଅଭାବନୀୟ ଘଟଣା ଘଟିଛି ବଡ଼ସାହି ବ୍ଲକରେ । ଉକ୍ତ ବ୍ଳକରେ ଜଣେ ସାମ୍ବାଦିକକୁ ବଡ଼ସାହି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୋଗ ପତ୍ର ଓ ଘଟଣାକୁ ତଦନ୍ତକୁ ନେଇ ବଡସାହି ପୁଲିସ ଅଭିଯୁକ୍ତ ସିପୁନକୁ ଗିରଫ କରିଥିଲା । ଶୁକ୍ରବାର ୧୦୫/୧୯ରେ ମାମଲା ରୁଜୁ କରି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons