ବାତ୍ୟା ଅମ୍ଫାନ୍ ପାଇଁ ସ୍ଥାନାନ୍ତର ହେଲେ ଲୋକ

Get real time updates directly on you device, subscribe now.

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଚିଲିକା ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଗରିବ ଲୋକ ଯଥା କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ ଗତକାଲି ବିଳମ୍ବିତ ରାତ୍ରରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ବାଲୁଗାଁ, ଚନ୍ଦ୍ରାପୁଟ, ବଡକୂଳ , କାଳୁପଡାଘାଟ , ପାଣିଦୁଆର ଗ୍ରାମର ତଳି ଅଞ୍ଚଳରେ ଶତାଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ସେଭଳି ବର୍ଷା ହୋଇନଥିଲେ ମଧ୍ୟ ପବନର ବେଗ ପ୍ରଖର ରହିଛି । କୈ।ଣସି ଅଘଟଣ କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ଆଗୁଆ ପଦକ୍ଷେପ ନିଆଯାଇଛି । କେତେକ ଫଳ ବଗିଚା ନଷ୍ଟ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons