ବିଧାୟକ ଙ୍କ ଦ୍ୱାରା ଔଷଧ ମସାରି ବଣ୍ଟନ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ନନ୍ଦପୁରା ପଞ୍ଚାୟତ ଏବଂ ଘୋଡାଖୁଣ୍ଟା ଗ୍ରାମ ପଞ୍ଚାୟତର ନନ୍ଦପୁରା, ମେନଝର,ଡଙ୍ଗରା, ଘାଡାଖୁଣ୍ଟା ରେ ଡାବୁଗାଁ ବିଧାୟିକା ମୋନହର ରନ୍ଧାରିଙ୍କ ଦ୍ୱାରା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଔଷଧ ମିଶା ମସାରି ବଣ୍ଟନ ହୋଇଯାଇଛି । ଉକ୍ତ କାର୍ୟ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଲୟର କିଛି ଅଧିକାରୀ ,ଜିଲା ପରିଷଦ ଅଧକ୍ଷା ଭଗବତୀ ଭତ୍ରା,ଡାବୁଗାଁ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର, ଏମପି ପ୍ରତିନିଧି ଏମ.ଆପରାଓ , ଏମ. ବୁଲୁରାଓ ଅସକ କୁମାର ମୂର୍ତ୍ତି,ଡାବୁଗାଁ ସିଡିପିଓ ଯମୁନା ଭତ୍ରା, ସୁପ୍ରବାଇଜର ମିନତୀ ଦାସ ,ନନ୍ଦପୁରା ଅଙ୍ଗନବାଡି ସେକ୍ଟର ମାନଙ୍କ ଅଙ୍ଗନବାଡି କର୍ମୀମାନେ, ଆଶା ଦିଦି,ନର୍ସ ସମେତ ବହୁ ଅଧିକାରୀ ଉପସ୍ଥିତ ଥିବାବେଳେ ବିଧାୟିକା ମୋନହର ରନ୍ଧାରୀ ଔଷଧ ମିସା ମଶାରି ଜନ ସାଧାରଣ ବ୍ୟବହାର କରିବା ପାଇଁ ନିଜର ବକ୍ତବ୍ୟ ରଖିଥିଲେ ଏବଂ ସମସ୍ତ ଜନସାଧାରଣ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମାଗଣାରେ ଔଷଧ ମିସା ମଶାରି ପାଇପାରିବେ ବୋଲି ସେ ଉପସ୍ଥିତ ଥିବା ଜନସାଧାରଣଙ୍କୁ କହିଥିଲେ ଏବଂ ପର୍ୟ୍ୟାୟ କ୍ରମେ ସମସ୍ତ ଜନସାଧାରଣ ମଶାରି ପାଇପାରିବେ ବୋଲି କହିଥିଲେ ।ଏବଂ ମସାରି ବଣ୍ଟନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons