ବ୍ୟାବସାୟିକ ପେଣ୍ଠସ୍ଥଳୀ ହେବ ବାଲେଶ୍ୱର: ଧର୍ମେନ୍ଦ୍ର

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ରାଜ୍ୟ ସରକାରଙ୍କ ପସହଯୋଗ ସତ୍ତେ୍ୱ ବାଲେଶ୍ୱର ଜିଲ୍ଲାରେ ମୋଦି ସରକାରଙ୍କ ଉଦ୍ୟମକ୍ରମେ ବହୁ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି । ପାଗାମୀ ଦିନରେ ଜିଲ୍ଲାରେ ଏଭଳି ବିକାଶମୂଳକ କାର୍ଯ୍ୟ ଜାରି ରହିବ । ଏଥିପାଇଁ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରିବାର ସମୟ ପାସିଛି ବୋଲି ରବିବାର ବାଲେଶ୍ୱର ଜିଲ୍ଲା ରୂପସାର ଦଲଦଲି ପଡ଼ିପାରେ ପାୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ।
ପୂର୍ବତନ ମନ୍ତ୍ରୀ ତଥା ନିର୍ବାଚନ ପ୍ରଚାର କମିଟି ପଧ୍ୟକ୍ଷ ରଘୁନାଥ ମହାନ୍ତିଙ୍କ ପଧ୍ୟକ୍ଷତାରେ ପାୟୋଜିତ ଏହି ସଭାରେ ଶ୍ରୀ ପ୍ରଧାନ ପାହୁରି କହିଥିଲେ, କେନ୍ଦ୍ର ସରକାର ଜିଲ୍ଲାର ଉନ୍ନତି ପାଇଁ ସର୍ବଦା ଉଦ୍ୟମ କରି ପାସୁଛନ୍ତି । ବିକାଶ ପାଇଁ କେନ୍ଦ୍ରରୁ ପର୍ଥ ପାସୁଥିଲେ ହେଁ କାମ ହେଉନି । କରୋନା ବେଳେ କେନ୍ଦ୍ର ସରକାର ଓଡ଼ିଶାକୁ ୨୨ ହଜାର ୨୬୭ କୋଟି ଟଙ୍କାର ସହାୟତା ପ୍ୟାକେଜ୍ ଦେଇଥିଲେ । ସେଥିମଧ୍ୟରୁ ବାଲେଶ୍ୱର ଜିଲ୍ଲାକୁ ୯୨୨.୪୮ କୋଟି ଟଙ୍କା ବାଲେଶ୍ୱରକୁ ସହାୟତା ପ୍ୟାକେଜ୍ ପ୍ରଦାନ କରାଯାଇଛି । ଏହା ସତ୍ତେ୍ୱ କୋଭିଡ୍ ମୁକାବିଲା ପାଇଁ ଯେମିତି କାମ ହେବା କଥା, ତାହା ହୋଇ ନଥିବା ସେ ପଭିଯୋଗ କରିଥିଲେ ।
କେନ୍ଦ୍ରର ବିଭିନ୍ନ ଯୋଜନା ଉପରେ ସୂଚନା ଦେଇ ସେ କହିଥିଲେ, ପିଏମ ଗରିବ ଯୋଜନା କଲ୍ୟାଣରେ ଜିଲ୍ଲାର ୧୮.୪୬ ଲକ୍ଷ ହିତାଧିକାରୀଙ୍କୁ ମାସିକ ୫ କେଜି ଚାଉଳ ହିସାବରେ ୬୪ ହଜାର ୬୧୦ ଟନ୍ ଚାଉଳ ପ୍ରଦାନ କରାଯାଇଛି । ପ୍ରତି ପରିବାରକୁ ୧ କିଗ୍ରା ଲେଖାଏଁ ହିସାବରେ ୪.୯୨ଲକ୍ଷ ପରିବାରକୁ ୩ ହଜାର ୪୪୪ ଟନ୍ ଡାଲି ଯୋଗାଇ ଦିପାଯାଇଛି । ଉଜ୍ଜ୍ୱଳା ଯୋଜନାରେ ୨.୪୫ ଲକ୍ଷ ହିତାଧିକାରୀଙ୍କୁ ୩ଟି ଲେଖାଏଁ ସିଲିଣ୍ଡର ପାଇଁ ୭.୩୩ ଲକ୍ଷ ଟଙ୍କା ଯୋଗାଇ ଦିପାଯାଇଛି । ସେହିପରି ୩.୫ ଲକ୍ଷ ଧନଜନ ଜମାକାରୀଙ୍କୁ ୧୫୦୦ ଟଙ୍କା ଲେଖାଏଁ ହିସାବରେ ୫୨.୫୦ ଟଙ୍କା ଦିପାଯାଇଛି । କେବଳ ଏତିକି ନୁହେଁ, ଜାତୀୟ ସାମାଜିକ ସୁରକ୍ଷା ଭତ୍ତା ଯେଜନାରେ ୨.୮୬ ଲକ୍ଷ ହିତାଧିକାରୀଙ୍କୁ ୧ ହଜାର ଲେଖାଏଁ ୨୮.୬୦ କକୋଟି ଟଙ୍କା ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ ୭୫ ହଜାର ହିତାଧିକାରୀଙ୍କୁ ୨ ହଜାର ଲେଖାଏଁ ୧୫ କୋଟି ଟଙ୍କା ଦିପାଯାଇଛି । ସ୍ୱନିଧି ଯୋଜନା, ଇପିଏଫ ପାକାଉଣ୍ଟଧାରୀଙ୍କୁ ବିଭିନ୍ନ ସୁଯୋଗ ଦିପାଯାଇଛି । ପାଗାମୀ ଦିନରେ ଉତ୍ତର ଓଡ଼ିଶାରେ ବାଲେଶ୍ୱରକୁ ବ୍ୟାବସାୟିକ ପେଣ୍ଠସ୍ଥଳୀ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ।
ବାଲେଶ୍ୱର ସାଂସଦ ତଥା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ କାର୍ଯ୍ୟଦକ୍ଷତାକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ । ବାଲେଶ୍ୱରକୁ ଦେଶର ଏକ ପ୍ରମୁଖ ବ୍ୟବସାୟିକ ସ୍ଥଳଭାବେ ପ୍ରତିÂା କରିବା ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି । ଜିଲ୍ଲାରେ ମତ୍ସ୍ୟଚାଷର ଉନ୍ନତି ପାଇଁ ସେ ବିଭିନ୍ନ ପ୍ରକଳ୍ପ ହାତକୁ ନେଇଛନ୍ତି । ପାଗାମୀ ଦିନରେ ମଧ୍ୟ ୫୦ ଶଯ୍ୟା ପାଇସିୟୁ ବିଶିଷ୍ଟ ହସ୍ପିଟାଲ କରାଯିବ ବୋଲି ସେ ସୂଚନା ଦେଇଥିଲେ । ଜିଲ୍ଲାରେ ଏଭଳି ବିକାଶ କାର୍ଯ୍ୟକୁ ପାଗେଇ ନେବା ପାଇଁ ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କୁ ବିଜୟୀ କରାଇବା ପାଇଁ ସେ ପାହ୍ୱାନ ଦେଇଥିଲେ ।
ସମ୍ପ୍ରତି ଦିବଂଗତ ବିଜେପି ବିଧାୟକ ମଦନମୋହନ ଦତ୍ତଙ୍କ ଉପରେ ମନ୍ତବ୍ୟ ଦେଇ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଥିଲେ । ରାଜ୍ୟର ଜଣେ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ପାଦୌ ଶୋଭନୀୟ ନୁହେଁ । ଏହା ସହ ସେ ଶାସକ ଦଳର ନିର୍ବାଚନ ରଣନୀତିକୁ ସମାଲୋଚନା କରିଥିଲେ । ଶାସକ ଦଳ ନିର୍ବାଚନ ଜିତିବା ପାଇଁ ଏସ୍ଏଚ୍ଜି ମହିଳାଙ୍କୁ ୨ଶହ ଟଙ୍କା ଲେଖାଏଁ ଲାଞ୍ଚ ଦେଉଥିବା ସେ ପଭିଯୋଗ କରିଥିଲେ । ପ୍ରଜାତନ୍ତ୍ରର ମାଲିକ କୁହାଯାଉଥିବା ଭୋଟରମାନେ ପାଗାମୀ ନିର୍ବାଚନରେ ଏହାକୁ ବିରୋଧ କରିବାକୁ ସେ ନିବେଦନ କରିଥଲେ । ସେ କହିଥିଲେ, ବାଲେଶ୍ୱର ହେଉଛି ଫକୀରମୋହନଙ୍କ ମାଟି । ଏମାଟିର ପୁପ ଫକୀରମୋହନ, ରାଧାନାଥ, ବ୍ରଜନନାଥ ରଥ ଓଡ଼ିପା ସାହିତ୍ୟର କଳେବରକୁ ବୃଦ୍ଧି କରିଥିଲେ । ଏଠାକାର ଗଡ଼ଜାତ ପାନେ୍ଦାଳନ ଦେଶ ଗଠନରେ ନୂପା ଦିଗ୍ଦର୍ଶନ ଦେଇଥିଲା । ଏଠାରୁ ନିର୍ବାଚିତ ଲୋକ ପ୍ରତିନିଧି ସମରେନ୍ଦ୍ର କୁଣ୍ଡୁ ଜାତୀୟ ରାଜନୀତିରେ ପାଦର୍ଶ ପାଲଟିଥିଲେ । ଏହି ମାଟିର ଭୋଟର ଜଣେ ପାନ ବ୍ୟବସାୟୀର ପୁପକୁ ବିଜୟୀ କରନ୍ତୁ ବୋଲି ସେ ନିବେଦନ କରିଥିଲେ ।
ଶ୍ରୀ ପ୍ରଧାନ ରୂପସା ବ୍ୟତୀତ ସାର୍ଥା, ପୁରୁଣା ବାଲେଶ୍ୱରରେ ପନୁÂିତ ସାଧାରଣ ସଭାରେ ଉଦ୍ବୋଧନ ଦେଇଥିଲେ । ଏହି ସବୁ ସଭାରେ ପନ୍ୟତମ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ପଦ୍ମଲୋଚନ ପଣ୍ଡା, ସୁକାନ୍ତ ନାୟକ, ଜୟନାୟୟଣ ମହାନ୍ତି, ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons