ମଓବାଦୀଙ୍କ ଯବାନଙ୍କୁ ଟର୍ଗେଟ୍:ଆଇଇଡି ବିସ୍ଫୋରଣରେ ଜଣେ ଗୁରୁତର

Get real time updates directly on you device, subscribe now.

ମାଲକାନଗିରି : ଓଡିଶା ସୀମାନ୍ତ ଛତିଶଗଡ ବିଜାପୁରରେ ଆଇଇଡି ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଫଳରେ ଜଣେ ଜବାନ ଗୁରୁତର ହୋଇଛନ୍ତି । ଜବାନଙ୍କୁ ଟାର୍ଗେଟ୍ କରି ମାଓବାଦୀ ଖଞ୍ଜିଥିଲେ ଆଇଇଡି । ସୀମାନ୍ତ ବିଜାପୁର ଜିଲ୍ଲା ଗଙ୍ଗାଲୁର ଥାନା ଅଞ୍ଚଳରେ ଘଟିଛି ଏଭଳି ବିସ୍ଫୋରଣ । ଡିଆରଜି ଜବାନ ସର୍ଚ୍ଚ ଅପରେସନ୍ କରିବା ବେଳେ ଆଇଇଡି ବିସ୍ଫୋରଣ ହୋଇଥିଲା । ଆହତ ଜବାନଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons