ଯାଜପୁରରେ ଗାଡ଼ିି ଯାଞ୍ଚ୍ କଡ଼ାକଡ଼ିି

Get real time updates directly on you device, subscribe now.

ଯାଜପୁର, (ବି.ବି.ନୁ୍ୟଜ): କେନ୍ଦ୍ରସରକାର ନୂଆ ଟ୍ରାଫିକ ନିୟମ ଆରମ୍ଭ କରିିଥିଲେ । ହେଲେ କରୋନା ପାଇଁ ଏହି ନିୟମକୁ ସ୍ଥଗିତ ରଖାଯାଇଥିଲା । ଏବେ ରାଜ୍ୟ ସରକାର ଏହିି ଟ୍ରାଫିକ ନିୟମକୁ କଡ଼ାକଡ଼ି ପାଳନ କରିିବା ପାଇଁ ଅଣ୍ଟା ଭିିଡ଼ିିଛନ୍ତି । ଯାଜପୁର ଟାଉନ ଥାନା ପକ୍ଷରୁ ବିଭିନ୍ନ ଜାଗାରେ ଗାଡ଼ିି ଯାଞ୍ଚ୍ କଡ଼ାକଡ଼ିି କରାଯାଇଛି । ସହରର କିିଆନାଳୀ ଛକ, ଗାନ୍ଧୀଛକ, ବଲ୍ଲଭିିଘାଟ, ଆଙ୍କୁଲା, ଯୋଡ଼ିକୂଅ ଛକ, ଯାଉଁଳିବନ୍ଧ ଆଦିି ଅଞ୍ଚଳରେ ପୁଲିିସ ପକ୍ଷରୁ ଗାଡ଼ି ଯାଞ୍ଚ୍ ଜାରିି ରହିିଛି । ଆଜି ଗାଡ଼ିି ଯାଞ୍ଚ୍ ସମୟରେ ୨୦ ହଜାର ଟଙ୍କା ଜରିମାନା ଗାଡ଼ିି ଚାଳକଙ୍କଠୁ ଆଦାୟ କରାଯାଇଥିବା ବେଳେ ୧ଟି ଡିଏଲ ସିଜ୍ କରାଯାଇଛି । ଏଭଳି ଗାଡ଼ି ଯାଞ୍ଚ୍ ଆଗକୁ ମଧ୍ୟ ଜାରିି ରହିିବ । ସେଥିପାଇଁ ସମସ୍ତେ ଗାଡ଼ିି ଚଳାଇଲା ବେଳେ ହେଲମେଟ୍ ନିଶ୍ଚିନ୍ତ ପିନ୍ଧନ୍ତୁ ବୋଲି ଭାରପ୍ରାପ୍ତ ଥାନାଧିକାରୀ ମାନସ ରଞ୍ଜନ ଚକ୍ର କହିିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons