ଯାଜପୁରରେ ପୁଣି ଜଣେ କରୋନା ସଂକ୍ରମିିତ ଚିହ୍ନଟ, ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୮୦କୁ ବୃଦ୍ଧି

Get real time updates directly on you device, subscribe now.

ଯାଜପୁର: ଯାଜପୁରରେ ପୁଣି ଏକ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛି। ଏହି ସଂକ୍ରମିତଙ୍କୁ ମିଶାଇ ଯାଜପୁରରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୫୫ କୁ ବୃଦ୍ଧି। ସେହିପରି ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୦କୁ ବୃଦ୍ଧି ହୋଇଛି। ସେହିପରି ବୁଧବାର ମଧ୍ୟାହ୍ନ ସମୟରେ ରାଜ୍ୟରେ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେହି ସଂକ୍ରମିତମାନେ ହେଲେ ବାଲେଶ୍ବର ଓ ଯାଜପୁରରେ ବୋଲି ଜଣାପଡିଛି। ଏମାନଙ୍କ ସମସ୍ତଙ୍କର କୋଲକାତା ଲିଙ୍କ୍ ଅଛି ବୋଲି ଜଣାପଡିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons