ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କରୁଛି ଏଏସ୍ଆଇ

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ଆଜି ପତ୍ନତତ୍ତ୍ୱ ସର୍ବେକ୍ଷେଣ ସଂସ୍ଥା-ଏଏସଆଇ ଶ୍ରୀମନ୍ଦିର ଗର୍ଭଗୃହର ଯାଞ୍ଚ କରୁଛି । ତେବେ ଏଏସଆଇ କୋର କମିଟି ସଦସ୍ୟ ଏନ୍.ସି. ପାଲ ମଧ୍ୟ ଆସିଛନ୍ତି । ତାଙ୍କ ସହ ଫଟୋଗ୍ରାଫି ଓ ବିଶେଷଜ୍ଞ ଟିମ୍ ଅଛନ୍ତି । ସେମାନେ ଗର୍ଭଗୃହ , ନାଟମଣ୍ଡପ ଓ ଜଗମୋହନର ଯାଞ୍ଚ କରିବେ । ଗରୁଡ଼ ସ୍ତମ୍ଭ ନିକଯ କ୍ରାକ୍ ବିମ୍ର ସ୍ଥିତି ବି ପରଖିବ ଏଏସଆଇ । ଶ୍ରୀମନ୍ଦିର ଅନୁଧ୍ୟାନ ପାଇଁ ୪ ଦ୍ୱାରରେ ଭାରା ବନ୍ଧା ହୋଇଛି । ପୂର୍ତ୍ତ ବିଭାଗ ଏକ ଟିମ୍ ଶ୍ରୀମନ୍ଦିର ସ୍ଥିତି ଅନୁଧ୍ୟାନ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons