୨୦ ଭରଣର ଧାନ ଗଦା ଜଳିଗଲା

Get real time updates directly on you device, subscribe now.

ବୁଗୁଡ଼ା,(ବି.ବି.ନୁ୍ୟଜ): ବି.କରଡ଼ାବାଡ଼ି ଗ୍ରାମ ରାସ୍ତା ପାଶ୍ୱର୍ରେ ଥିବା ୨୦ ଭରଣର ୨ ଗଦା ଧାନ ଶୁକ୍ରବାର ଜଳିଯାଇଛି । ବାଇଧର ନାୟକ ଓ ଉପେନ୍ଦ୍ର ପ୍ରଧାନ କ୍ଷେତରୁ ଧାନ ଅମଳ କରି ବି.କରଡ଼ାବାଡ଼ି ମୁଖ୍ୟ ସଡ଼କ କଡ଼ରେ ଗଦା କରି ରଖିଥିଲେ । ଆଜି ସେମାନଙ୍କ ଧାନ ଗଦା ୨ଟିରେ ଅଗ୍ନିକାଣ୍ଡ ଘଟିଛି । ବୁଗୁଡ଼ା ଅଗ୍ନିଶମ ବିଭାଗ କର୍ମଚାରୀମାନେ ନିଅାଁକୁ ଆୟତ୍ତ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons