୪.୫ କୋଟି ସାଇବର ଠକେଇ ବନ୍ଧା ହେଲେ ୩ ଅଭିଯୁକ୍ତ

Get real time updates directly on you device, subscribe now.

{ ଭଞ୍ଜନଗରରୁ ଗୋବିନ୍ଦ ଚନ୍ଦ୍ର ଗୌଡଙ୍କ ରିପୋର୍ଟ } : ଦକ୍ଷିଣାଞ୍ଚଳ ସ୍ବତନ୍ତ୍ର ଅପରେଶନ ସାଇବର କବଚ ଗଞ୍ଜାମ ପୋଲିସକୁ ବଡ଼ ସଫଳତା ଆଣିଦେଇଛି କୋଟି କୋଟି ଟଙ୍କାର ବେନିୟମ କାରବାର ଅଭିଯୋଗରେ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରୁଛି। ଏହିଭଳି ସୋମବାର ଗଞ୍ଜାମ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଥାନା ପୋଲିସ ଟିମ୍ ଏକ ବଡ଼ ସାଇବର ଠକେଇ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଠକେଇ ଏନେଇ ଭଞ୍ଜନଗର ଥାନାରେ ୧୬୨/୨୦୨୬ରେ ଏକ ମାମଲା ପୋଲିସ ରୁଜୁ କରିଛି ତଦନ୍ତ ସମୟରେ ପୋଲିସ ପକ୍ଷରୁ ପ୍ରାୟ ୪.୫ କୋଟି ଟଙ୍କାର ଦେବା ନେବା ଚିହ୍ନଟ କରାଯାଇଛି ଅଭିଯୁକ୍ତମାନେ ବିଭିନ୍ନ ଡିଜିଟାଲ ମାଧ୍ୟମରେ ଲୋକଙ୍କୁ ଠକି ଏହି ଅର୍ଥ ହସ୍ତଗତ କରିଥିବା ଅଭିଯୋଗ ରହିଛି ।ଏଥିସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

8 Comments
  1. levitra price

    levitra price

    levitra price

  2. lisinopril 40 mg

    lisinopril 40 mg

    lisinopril 40 mg

  3. dapoxetine

    dapoxetine

    dapoxetine

  4. sildenafil tablets

    sildenafil tablets

    sildenafil tablets

  5. levitra

    levitra

    levitra

  6. fluconazole over the counter

    fluconazole over the counter

  7. lasix pill 20 mg

    lasix pill 20 mg

    lasix pill 20 mg

  8. udenafil online

    udenafil online

    udenafil online

Comments are closed, but trackbacks and pingbacks are open.

Show Buttons
Hide Buttons