ପାରଳାଖେମୁଣ୍ଡି ସ୍ଥିତ ପୌରପରିଷଦର ବୈଠକ ଗୃହରେ ଏକ ବୈଠକ ଅନୁଷ୍ଠିତ

Get real time updates directly on you device, subscribe now.

{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ପାରଳାଖେମୁଣ୍ଡି ସ୍ଥିତ ପୌରପରିଷଦର ବୈଠକ ଗୃହରେ ଅଧକ୍ଷା ନିର୍ମଳା ସେଠୀଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ମାନ୍ୟବର ପାରଳା ବିଧାୟକ ଶ୍ରୀ ଇଂ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ l ଏହି ବୈଠକ ରେ ଆର୍ଥିକ ବର୍ଷ 2024-25 ସକାଶେ ଉନ୍ନତି ମୂଳକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ସମନ୍ଧେ ଏବଂ ଆର୍ଥିକ ବର୍ଷ 2025-26 ପାଇଁ ପ୍ରସ୍ତୁତ କରାଯାଇଥିବା ବଜେଟ ଉପସ୍ଥାପନା ଓ ମଞ୍ଜୁରୀ ବିଷୟରେ ଆଲୋଚନା କରାଯାଇଥିଲା ଏହି ବୈଠକରେ ବିଧାୟକ ସମେତ ପୌରପରିଷଦ ଅଧକ୍ଷା ନିର୍ମଳା ସେଠୀ, ଉପାଦକ୍ଷ ଲେଙ୍କା ମଧୁ, କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର ପଟନାୟକ,ବିଜୁ ଜନତା ଦଳର ସମସ୍ତ କଉଁସେଲର ପ୍ରମୁଖ ଉପସ୍ଥିତ ଥିଲେ l

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons