ବିଜେପିର ଜିଲ୍ଲା ସ୍ତରୀୟ ସଦସ୍ୟତା ଅଭିଯାନର ଶୁଭ ଉଦଘାଟନ

Get real time updates directly on you device, subscribe now.

{ ଜଗତସିଂହପୁରରୁ ରକେଶ କୁମାର ରାୟଙ୍କ ରିପୋର୍ଟ } : ଜଗତସିଂହପୁର ଜିଲ୍ଲା ସଦସ୍ୟତା ଅଭିଯାନ -2024ର ଶୁଭ ଉଦଘାଟନ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ଅଦକ୍ଷ ତାରେ ଅନୁଷ୍ଠିତ ହୋଇଯାଇଛି, ଜିଲ୍ଲା ଉପ ସଭାପତି ସୌଭାଗ୍ୟ ମହାନ୍ତି ଅତିଥି ପରିଚୟ କରିଥିଲା ବେଳେ, ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ଦାଶ ସଭା ପରିଚାଳନା କରିଥିଲେ, ଜିଲ୍ଲା ସଦସ୍ୟତା ପ୍ରଭାରୀ ତଥା ମିଡ଼ିଆ ସେଲ ଅଦକ୍ଷ ଗଣେଶ ପ୍ରସାଦ ମହାନ୍ତି ଜିଲ୍ଲା ର ଉତ୍ସବ ପରେ ପରେ ସମସ୍ତ 22 ଗୋଟି ମଣ୍ଡଳ, 222 ଗୋଟି ଶକ୍ତି କେନ୍ଦ୍ର ଓ 1047 ବୁଥ ରେ ଏହି ଉତ୍ସବ ଆସନ୍ତା କାଲିଠାରୁ ପାଳନ କରାଯିବ, ଏଥ୍ୟରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ସାଂସଦ ଡ଼. ବିଭୁ ପ୍ରସାଦ ତରାଇ ତାଙ୍କ ବକ୍ତବ୍ୟ ରେ କହିଲେ ମୋଦି ସରକାର ଓ ମୋହନ ଯେଉଁ ଜନହିତକର ଯୋଜନା ସବୁ କରିଛନ୍ତି ତା ଏତିହାସିକ ଯୋଜନା ଏଥ୍ୟ ପାଇଁ ଆଜି ଦେଶର ସମସ୍ତ ବୁଥ କୁ ବିଜେପି ଦଳ ର କାର୍ଯ୍ୟ କର୍ତl ମାନେ ଘର କୁ ଘର ଯାଇ ସଦସ୍ୟ ସଂଗ୍ରହ କରିବେ,ଅନ୍ୟ ବକ୍ତା ଭାବରେ ବାଲିକୁଦା ନେତା ସତ୍ୟସାରଥି ମହାନ୍ତି, ପ୍ରତାପ ମିଶ୍ର, ଉପେନ୍ଦ୍ର ବିଶ୍ୱାଳ, ସଞ୍ଜୟ ମହାନ୍ତି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ, ପ୍ରଭୁତି ବକ୍ତବ୍ୟ ରଖି ଥିଲେ, ଜିଲ୍ଲା ସାଧାରଣ ସମ୍ପାଦକ ସୁବାସ ଜେନା ମୋବାଇଲ ରେ ସଦସ୍ୟ ସଂଗ୍ରହ କଲାବେଳେ ଅସୁବିଧା ସମ୍ପର୍କ ରେ ସୂଚନା ଦେଇ ଥିଲେ, ଅନ୍ୟ ମାନଙ୍କ ମଧ୍ୟରେ, ପୌର ଉପାଧ୍ୟାକ୍ଷ ରାଜେନ୍ଦ୍ର କୁମାର ବିଶୋଇ, ଅମିତା ଦାସ,ମହିଳା ମୋର୍ଚା ସଭାପତି କ୍ରିଷ୍ଣା ମହାନ୍ତି, sc ମୋର୍ଚା ସଭାପତି ବାମଦେବ ମଲ୍ଲିକ,ଶାଳଜଙ୍ଗ ସରପଞ୍ଚ ବସନ୍ତ ମହାନ୍ତି,ତାପସୀ ମଲିକ, କଳ୍ପନା ମହାନ୍ତି, ଲିଙ୍ଗରାଜ ଲେଙ୍କା, ନିର୍ଲିପ୍ତ ଜେନା, ନୃସିଂହ ସାହୁ, ରଂଜିତ ସ୍ୱାଇଁ, ଦେବୀପ୍ରସl ଦ ସାହାଣୀ, ସୁଶାନ୍ତ ସ୍ୱାଇଁ, ଲଷ୍ମୀ କାନ୍ତ, ବରଦା ପ୍ରସାଦ ରାୟ, ଯୁଧିଷ୍ଠିର ସ୍ୱାଇଁ,ସମସ୍ତ ଜିଲ୍ଲା ର ବରିଷ୍ଠ କାର୍ଯ୍ୟ କର୍ତା,ମଣ୍ଡଳ ସଭାପତି ଓ ସମସ୍ତ ସଦସ୍ୟତା ଟୋଲୀ ପ୍ରଭୁତି ଯୋଗ ଦେଇଥିଲେ,ଶେଷରେ ସାଧାରଣ ସମ୍ପାଦକ ଯୁଗଳ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ |

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons