ଯୁବକଙ୍କୁ ଆକ୍ରମଣ:୪୫ ଗ୍ରାମ୍ ସୁନା ଓ ୭୦ ହଜାର ଟଙ୍କା ଲୁଟ୍ biswabijayee Sep 12, 2020 ଅନ୍ୟାନ୍ୟ ରଙ୍ଗେଇଲୁଣ୍ଡା, (ବି.ବି.ନୁ୍ୟଜ୍): ଯୁବକଙ୍କୁ ଆକ୍ରମଣ କରି ୪୫ ଗ୍ରାମ ସୁନା ଅଳଙ୍କାର ଓ ୭୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।!-->…
ଆତଙ୍କରେ ସିର୍କି ଗ୍ରାମବାସୀ biswabijayee Sep 12, 2020 ଅନ୍ୟାନ୍ୟ ମ.ରାମପୁର,(ବି.ବି.ନୁ୍ୟଜ୍): ଗତ ବୁଧବାର କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲରେ ଘଟିଥିଲା ଭୟଙ୍କର ଗୁଳିବିନିମୟ ।!-->…
୪ ଲକ୍ଷଙ୍କ ଅମ୍ଲଜାନ ଯାଞ୍ଚ biswabijayee Sep 12, 2020 ଅନ୍ୟାନ୍ୟ ବ୍ରହ୍ମପୁର, (ବି.ବି.ବୁ୍ୟରୋ): ଗତ ୮ ତାରିଖରୁ ଜିଲ୍ଲାରେ ଆରମ୍ଭ ହୋଇଥିବା ଅମ୍ଲଜାନ ଯାଞ୍ଚ ଅଭିଯାନରେ ଦୁଇ ଦିନ ମଧ୍ୟରେ ବେଶ୍ ସଫଳତା!-->…
ସମିତି ସଭ୍ୟଙ୍କ ଆନେ୍ଦାଳନ ଚେତାବନୀ biswabijayee Sep 12, 2020 ଅନ୍ୟାନ୍ୟ ଦିଗପହଣ୍ଡି, (ବି.ବି.ନୁ୍ୟଜ୍): ଦିଗପହଣ୍ଡି ବ୍ଲକ୍ର କାଶୀ ବିଶ୍ୱନାଥ ପୀଠରେ ଅସନ୍ତୁଷ୍ଟ ସମିତି ସଭ୍ୟଙ୍କ ବୈଠକ । ଶୁକ୍ରବାର ହୋଇଥିବା!-->…
ଥାନାରେ ତୁଟିଲା ଶାଶୂ-ବୋହୂ କଳି biswabijayee Sep 12, 2020 ଅନ୍ୟାନ୍ୟ ଫୁଲବାଣୀ,(ବି.ବି.ନୁ୍ୟଜ୍): ଥାନାରେ ତୁଟିଛି ଶାଶୂ ବୋହୂ କଳି । ଥାନା ଅଧିକାରୀ, ଗ୍ରାମବାସୀ ଓ ଶାଶୂ ବୋହୂଙ୍କ ମଧ୍ୟରେ ଆପୋଷ ଆଲୋଚନା!-->…
ବାଇକ୍ ସହ ଚୋରି ସାମଗ୍ରୀ ଜବତ, ୩ ଗିରଫ biswabijayee Sep 12, 2020 ଅନ୍ୟାନ୍ୟ ଜେକେପୁର,(ବି.ବି.ନୁ୍ୟଜ୍): ଚାନ୍ଦିଲି ଥାନା ପୁଲିସ ଆଜି ଏକ ବାଇକ ସହ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ କରିଛି । ଏହି ଘଟଣାରେ ୩ଜଣ!-->…
ପଥୁରିଆ ରାସ୍ତା ସମତଳ କଲେ ଗ୍ରାମବାସୀ biswabijayee Sep 12, 2020 ଅନ୍ୟାନ୍ୟ ନବରଙ୍ଗପୁର,(ବି.ବି.ନୁ୍ୟଜ୍): ପ୍ରଶାସନ ଶୁଣିଲାନି । ଶେଷରେ ଗାଁ ଲୋକେ ନିଜ ଉଦ୍ୟମରେ ରାସ୍ତା ସମତଳ କଲେ । ହାତରେ କୋଡି, କୋଦାଳ ଧରି!-->…
ଉଚ୍ଛେଦ ନିଷ୍ପତ୍ତିକୁ ବ୍ୟବସାୟୀଙ୍କ ବିରୋଧ biswabijayee Sep 12, 2020 ଅନ୍ୟାନ୍ୟ ରାୟଗଡ଼ା,(ବି.ବି.ନୁ୍ୟଜ୍): ରାୟଗଡ଼ା ସହରର ୩୨୬ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ରହି ବ୍ୟବସାୟ କରୁଥିବା ଉଠା ଦୋକାନୀମାନେ ଉଚ୍ଛେଦ!-->…
ଛତିଶଗଡ଼ ଗଲା ୫୦ କେଜି ଯାଅାଁଳ biswabijayee Sep 12, 2020 ଓଡ଼ିଶା ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଛୋଟ ଉଦ୍ୟମ କରି ବଡ ପ୍ରଶଂସା ସାଉଟିଲା ଜିଲ୍ଲା ।ପୂର୍ବରୁ ମାଛ ଯାଅାଁଳ ପାଇଁ ଜିଲ୍ଲା ଛତିଶଗଡ ଉପରେ!-->…
ଲୋକଙ୍କୁ ନେଇ ବିକାଶ ହେବ: ଉପଜିଲ୍ଲାପାଳ biswabijayee Sep 12, 2020 ଅନ୍ୟାନ୍ୟ ଗୁଣପୁର,(ବି.ବି.ନୁ୍ୟଜ୍): ଗୁଣପୁର ସହରର ଲୋକଙ୍କୁ ନେଇ ଏଠାରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଏଭଳି କହିଛନ୍ତି ନୂତନ ଭାବେ ଯୋଗ!-->…