ନାଳରେ ପଡ଼ିଗଲା କାର୍ biswabijayee Jul 15, 2020 ଅନ୍ୟାନ୍ୟ ସୋର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଅସ୍ତିଆ ଛକ ନିକଟରେ ଏକ କାର୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ନାଳରେ ଓଲଟି!-->…
ମହାନଦୀ ବି୍ରଜରୁ ଡେଇଁଲେ ମହିଳା biswabijayee Jul 15, 2020 ଅନ୍ୟାନ୍ୟ ବଲାଙ୍ଗୀର,(ବି.ବି.ବୁ୍ୟରୋ): ସୁବର୍ଣ୍ଣପୁର ମହାନଦୀ ପୋଲ ଉପରୁ ତଳକୁ ଡେଇଁଲେ ଜଣେ ମହିଳା । ସନ୍ଧ୍ୟା ସମୟରେ ଉଲୁଣ୍ଡା ବ୍ଲକ!-->…
ସାମ୍ବାଦିକଙ୍କ ବିୟୋଗରେ ଶୋକସଭା biswabijayee Jul 15, 2020 ଅନ୍ୟାନ୍ୟ ବଲାଙ୍ଗୀର,(ବି.ବି.ବୁ୍ୟରୋ): ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ କରୋନା ସକ୍ରମଣରେ ମୃତୁ୍ୟବରଣ କରିଥିବା ଦୁଇ ଜଣ କରୋନା ଯୋଦ୍ଧା!-->…
ସରକାରଙ୍କ ଫୋକସ୍ରେ ୫ ଜିଲ୍ଲା biswabijayee Jul 14, 2020 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଜୁଲାଇରେ କରୋନା ଯେତିକି କାୟା ମେଲାଇ ଚାଲିଛି ସରକାରଙ୍କ ଚିନ୍ତା ମଧ୍ୟ ସେତିକି ବଢ଼ି ବଢ଼ି ଚାଲିଛି ।!-->…
ବ୍ରାଉନସୁଗର ଜବତ, ଜଣେ ଗିରଫ biswabijayee Jul 14, 2020 ଅନ୍ୟାନ୍ୟ ବାରିପଦା,(ବି.ବି.ନୁ୍ୟଜ୍): ବାରିପଦାରେ ପୁଣି ବ୍ରାଉନସୁଗର କାରବାର ସକ୍ରିୟ । କଟକରୁ ବ୍ରାଉନସୁଗର ନେବା ପାଇଁ ଆସିଥିବାବେଳେ ବାରିପଦାରୁ!-->…
ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଗୁମୁଟ ପଥର ଝୁଲିଛି biswabijayee Jul 14, 2020 ଅନ୍ୟାନ୍ୟ ପୁରୀ,(ବି.ବି.ବୁ୍ୟରୋ): ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ଗୁମୁଟ ଚାଳି ତଳେ ପଥର ଝୁଲିରହିଛି । ଏହି ପଥର ଗଳି ପଡ଼ିବା ସ୍ଥିତିରେ ରହିଛି ।!-->…
ରାମୁଙ୍କ ଥ୍ରୀଲର୍ରେ ଆଉ ଜଣେ ଓଡ଼ିଆ biswabijayee Jul 14, 2020 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପ୍ରଖ୍ୟାତ ନିଦେ୍ର୍ଧଶକ ରାମଗୋପାଳ ବର୍ମା ଓରଫ୍ ରାମୁଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ "ଥ୍ରୀଲର୍'ରେ ଯୋଡ଼ି!-->…
ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ଦିନକରେ ୫୧ biswabijayee Jul 14, 2020 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭୁବନେଶ୍ୱରରେ ଆଜି ଦିନକରେ ୫୧ ନୂଆ ଆକ୍ରାନ୍ତ ବାହାରିଛନ୍ତି । ସ୍ଥାନୀୟ ସଂକ୍ରମଣରୁ ୧୬ଜଣ ଓ!-->…
୧୧ ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ biswabijayee Jul 14, 2020 ଅନ୍ୟାନ୍ୟ ରାୟଗଡ଼ା,(ବି.ବି.ନୁ୍ୟଜ୍): କାଶୀପୁର ବ୍ଲକରେ ଏକ ଠିକାସଂସ୍ଥାର ଦୁଇ ସୁପରଭାଇଜରଙ୍କୁ ଅପହରଣ କରାଯିବାର ମାତ୍ର ୬ ଘଣ୍ଟା ଭିତରେ!-->…
ସହରର ୧୫ ଦୋକାନ ସିଲ୍ biswabijayee Jul 14, 2020 ଅନ୍ୟାନ୍ୟ ଜୟପୁର,(ବି.ବି.ନୁ୍ୟଜ୍): ଅମାନିଆ ଦୋକାନୀଙ୍କୁ ସାବାଡ କରିବାକୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ । ଉପଜିଲ୍ଲାପାଳ ହେମକାନ୍ତ ସୟ ନିଜେ!-->…