ପିଲାଙ୍କ ଆଖି ଆଗରେ ଜଳିଗଲେ ବୁଢ଼ା ବାପା biswabijayee Jun 15, 2020 ଅନ୍ୟାନ୍ୟ ଚନ୍ଦାହାଣ୍ଡି,(ବି.ବି.ନୁ୍ୟଜ୍): ପୁଅଝିଅଙ୍କ ଆଖି ଆଗରେ ଆଜି ୧୧ କେଭି ବିଦୁ୍ୟତ୍ ତାରରେ ଲାଗି ଜଳିଯାଇଛନ୍ତି ଜଣେ ବୃଦ୍ଧ । ତାଙ୍କ ନାଁ!-->…
ଗୋଟିଏ ସଙ୍ଗରୋଧ କେନ୍ଦ୍ରରୁ ୪୨ ପଜିଟିଭ୍ biswabijayee Jun 15, 2020 ଅନ୍ୟାନ୍ୟ ଫୁଲବାଣୀ, (ବି.ବି.ନୁ୍ୟଜ୍): କନ୍ଧମାଳ ଜିଲ୍ଲାରେ ସୋମବାର ଗୋଟିଏ ଦିନରେ ସର୍ବାଧିକ ୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।!-->…
ସଂକ୍ରମିତ ତାଲିକାରେ ପରିବା, ଚାହା ଓ ତେଜରାତି ଦୋକାନୀ biswabijayee Jun 15, 2020 ଅନ୍ୟାନ୍ୟ ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ନୂଆ ୮ପଜିଟିଭ୍ଙ୍କୁ ମିଶାଇ ଗଞ୍ଜାମରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୬୯୨ରେ । ରାଜ୍ୟରେ ତାଲିକାର!-->…
ଯୁବକଙ୍କୁ ପିଟିପିଟି ହତ୍ୟା biswabijayee Jun 15, 2020 ଅନ୍ୟାନ୍ୟ ଢେଙ୍କାନାଳ,(ବି.ବି.ନୁ୍ୟଜ୍): ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟିପିଟି ମାରିଦେଲେ । ଜଣେ କି ଦୁଇ ଜଣ ନୁହଁ, ଆଠରୁ ଦଶ ଜଣ ଯୁବକ ସଂଘବଦ୍ଧ!-->…
ସମବାୟ ବ୍ୟାଙ୍କ ରୁଣ ଦୁର୍ନିତି ଅଭିଯୋଗର ତଦନ୍ତ ଆରମ୍ଭ biswabijayee Jun 15, 2020 ଅପରାଧ ମାଲକାନଗିରି,(ବି.ବି.ନୁ୍ୟଜ୍) ଆଦଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଥିବା କୋରାପୁଟ ସମବାୟ ବ୍ୟାଙ୍କ ଓ ଲ୍ୟାମ୍ପସ ଗୁଡିକରେ!-->…
ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା! biswabijayee Jun 14, 2020 ଅପରାଧ ମୁମ୍ବାଇ: ବଲିଉଡରୁ ଏକ ଚାଞ୍ଚଲ୍ୟକର ଖବର ସାମନାକୁ ଆସିଛି। ୩୪ବର୍ଷ ବୟସ୍କ ଅଭିନେତା ସୁଶାନ୍ତ ସିଂହ ରାଜପୁତ ବେକରେ ରଖି ଲଗାଇ!-->…
ବିଜୟଙ୍କୁ ଭେଟିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ biswabijayee Jun 14, 2020 ଟ୍ୟୁଇନ୍ ସିଟ ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ଅସୁସ୍ଥ ଥିବା ଓଡ଼ିଆ ସିନେମାର ବରିÂ ତଥା ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ହାଇଦ୍ରାବାଦରୁ ଫେରିବା ପରେ!-->…
ଘରୁ ଡାକି ନେଇ ଗୁଳି କରି ହତ୍ୟା ଅଭିଯୋଗ biswabijayee Jun 14, 2020 ଅନ୍ୟାନ୍ୟ ଖୋର୍ଦ୍ଧା,(ବି.ବି.ନୁ୍ୟଜ୍): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆ ଆଦିବାସୀ ସାହିରେ ପୂର୍ବ ଶତ୍ରୁତାରୁ ଜଣେ ଯୁବକଙ୍କୁ ଗୁଳି!-->…
ପୁଣି ସିସୋର ଚିଟ୍ଫଣ୍ଡ ମାମଲାର ଖୋଳତାଡ଼ କଲା ସିବିଆଇ biswabijayee Jun 14, 2020 ଅପରାଧ ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ପ୍ରାୟ ବର୍ଷକର ନିରବତା ପରେ ପୁଣି ସିସୋର ଚିଟ୍ଫଣ୍ଡ ଠକେଇ ମାମଲା ଓ ତାହାର ଏକ ପ୍ରମୁଖ ସୁରାକ୍ ଶୁଭଙ୍କର!-->…
ଯୁବକଙ୍କୁ ପିଟିପିଟି ମାରିଦେଲେ biswabijayee Jun 14, 2020 ଅନ୍ୟାନ୍ୟ ବାରିପଦା,(ବି.ବି.ନୁ୍ୟଜ୍): ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ତେନ୍ତୁଳି ଗାଁରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି!-->…