ଭୁବନେଶ୍ୱରର ଡମଣା ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ biswabijayee Jun 8, 2020 ଟ୍ୟୁଇନ୍ ସିଟ ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ରାଜ୍ୟରେ ଆଉ ୧୩୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଭୁବନେଶ୍ୱରର ଜଣେ!-->…
ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ପଶିଲା କରୋନା biswabijayee Jun 8, 2020 ଅନ୍ୟାନ୍ୟ ବାଲେଶ୍ୱର,(ବି.ବି.ନୁ୍ୟଜ୍): ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ଦୁଇ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଉଭୟଙ୍କୁ!-->…
ରାତିରେ ଟ୍ରାକ୍ଟରରେ ଗଞ୍ଜେଇ ଲଦି ନେଉଥିଲେ, ଧରାପଡିଲେ biswabijayee Jun 8, 2020 ଅନ୍ୟାନ୍ୟ ବାଲିଗୁଡ଼ା,(ବି.ବି.ନୁ୍ୟଜ୍): ନିଶା ବ୍ୟବସାୟୀମାନେ ପୋଲିସ ଓ ଅବକାରୀ ବିଭାଗ ଆଖିରେଧୂଳି ଦେଇ ଖସି ଯିବା ପାଇଁ ବିଭିନ୍ନ ତରିକା!-->…
ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଯୁବକ ଗୁରୁତର biswabijayee Jun 8, 2020 ଅନ୍ୟାନ୍ୟ ସୁବର୍ଣ୍ଣପୁର,(ବି.ବି.ନୁ୍ୟଜ୍): ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବ୍ରାହ୍ମଣୀ ତେଲନଦୀ ଘାଟରେ ଦୁର୍ବୃତ୍ତମାମାନଙ୍କ!-->…
ଟ୍ରକ୍ ଚାପାରେ ଜଣେ ମୃତ, ୩ ଗୁରୁତ biswabijayee Jun 8, 2020 ଅନ୍ୟାନ୍ୟ ସମ୍ବଲପୁର,(ବି.ବି.ନୁ୍ୟଜ୍): ସମ୍ବଲପୁର ସହର ସ୍ଥିତ ଅଇଁଠାପାଲି ନିକଟରେ ଏନଏଚ୍ ୬ରେ ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କ ମୃତୁ୍ୟ ଘଟିଛି ।!-->…
ସ୍ତ୍ରୀକୁ ହାଣି ବିଷ ପିଇଲା ସ୍ୱାମୀ biswabijayee Jun 8, 2020 ଅପରାଧ କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁର ଗାଁରେ ଜଣେ ବ୍ୟକ୍ତି ତାଙ୍କ ପନôୀଙ୍କୁ ଧାରୁଆ ଅସ୍ତ୍ରରେ!-->…
ଶଟ୍ଡାଉନ୍ରେ ଚାଲିଥିଲା ବେପାର: ଧରାପଡିଲା ୨୮ ଲକ୍ଷର ବ୍ରାଉନସୁଗର biswabijayee Jun 8, 2020 ଅପରାଧ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶଟ୍ଡାଉନ୍ ବେଳେ ଜବତ ହୋଇଛି ୨୮ ଲକ୍ଷ ଟଙ୍କାର ବ୍ରାଉନ୍ସୁଗର । କଟକ ପୀରବଜାର ଅଞ୍ଚଳରୁ ବାଇକ୍ରେ ଯାଉଥିବା!-->…
ବାଘ ଓ ହରିଣ ଛାଲ ଜବତ: ଦୁଇ ଗିରଫ biswabijayee Jun 8, 2020 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଗଣିଆ ଅଞ୍ଚଳରୁ ଦୁଇଟି ବାଘ ଛାଲ ଓ ଦୁଇଟି ହରିଣ ଛାଲ ଜବତ କରିଛି ।!-->…
ଖଲ୍ଲିକୋଟ ବ୍ଲକର ୧୦ଟି ଗାଁ କଣ୍ଟେନମେଣ୍ଟ ଜୋନ୍, ୨୨ଟି ଗାଁ ବଫର ଜୋନ୍ biswabijayee Jun 7, 2020 ଅନ୍ୟାନ୍ୟ ଖଲ୍ଲିକୋଟ,(ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବାଦପଲ୍ଲୀ ପଞ୍ଚାୟତର ୯ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା!-->…
ଅଗ୍ନିଶମ କର୍ମଚାରୀଙ୍କୁ ମାଡ଼ ମାରି ବନ୍ଧା ହେଲେ biswabijayee Jun 7, 2020 ଅନ୍ୟାନ୍ୟ ସାଲେପୁର,(ବି.ବି.ନୁ୍ୟଜ୍): ଅଗ୍ନିଶମ କର୍ମଚାରୀଙ୍କୁ ଦୁର୍ବ୍ୟବହାର ସହିତ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ!-->…