କ୍ୱାରେଣ୍ଟାଇନ୍ ସେଣ୍ଟରରେ ଶିକ୍ଷକଙ୍କୁ ମାଡ଼ ମାରିଲେ ହେବ କାର୍ଯ୍ୟାନୁÂାନ: ଗଣଶିକ୍ଷା ମନ୍ତ୍ରୀ biswabijayee May 27, 2020 ଟ୍ୟୁଇନ୍ ସିଟ ଭୁବନେଶ୍ୱର, (ବି.ବି.ବୁ୍ୟରୋ): କ୍ୱାରେଣ୍ଟାଇନ୍ ସେଣ୍ଟରରେ ଶିକ୍ଷକଙ୍କୁ ମାଡ଼ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି!-->…
୨ ହୋମଗାଡ୍ଙ୍କୁ କରୋନା biswabijayee May 27, 2020 ଓଡ଼ିଶା ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ୨ଜଣ ହୋମଗାଡ଼୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୋଲସରା ଥାନାରେ କାର୍ଯ୍ୟରତ ୨ ହୋମଗାଡ୍ଙ୍କୁ!-->…
କଂଗ୍ରେସର ସ୍ପିକ୍ ଅପ୍ ଇଣ୍ଡିଆରେ ସାମିଲ ହେବେ ୫୦ ଲକ୍ଷ ଲୋକ: ନିରଞ୍ଜନ biswabijayee May 27, 2020 ଟ୍ୟୁଇନ୍ ସିଟ ଭୁବନେଶ୍ୱର, (ବି.ବି.ନୁ୍ୟଜ୍): କରୋନାଜନିତ ଲକ୍ଡାଉନ୍ ପାଇଁ ସାଧାରଣ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକୁ ଭାରତ ସରକାରଙ୍କ!-->…
କରୋନା ପରେ ନିଦ ହଜାଇଛନ୍ତି ପଙ୍ଗପାଳ biswabijayee May 27, 2020 ଟ୍ୟୁଇନ୍ ସିଟ ଭୁବନେଶ୍ୱର, (ବି.ବି.ବୁ୍ୟରୋ): ପଶ୍ଚିମ ଭାରତରେ ଚାଷୀଙ୍କ ନିଦ ଉଡାଇଥିବା ପଙ୍ଗପାଳକୁ ଓଡ଼ିଶାରେ ବି ଭୟ । ରାତାରାତି ଏକର ଏକର ଜମିରେ!-->…
ଏବର୍ଷ ନିଶାର୍ଦ୍ଧରେ ସ୍ନାନତ୍ରା ପହଣ୍ଡି biswabijayee May 27, 2020 ଅନ୍ୟାନ୍ୟ ପୁରୀ, (ବି.ବି.ନୁ୍ୟଜ୍): ଏବର୍ଷ ରାତି ୧ଟାରୁ ୪ଟା ମଧ୍ୟରେ ହେବ ସ୍ନାନଯାତ୍ରା ପହଣ୍ଡି । ଛତିଶା ନିଯୋଗ ସହ ମିଟିଂ ପରେ ଶ୍ରୀମନ୍ଦିର!-->…
ବିଭ୍ରାନ୍ତ ସୃଷ୍ଟି କରୁଛି କଂଗ୍ରେସ: ପୃଥ୍ୱୀବରାଜ biswabijayee May 27, 2020 ଟ୍ୟୁଇନ୍ ସିଟ ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଆସନ୍ତାକାଲି ସ୍ପିକ୍ ଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ଅପାରଗତା ବିରୋଧରେ ଅନଲାଇନ୍!-->…
କ୍ୱାରେଣ୍ଟାଇନ୍ ସେଣ୍ଟରରେ ପଡ଼ିଲା ବରଣମାଳା biswabijayee May 27, 2020 ଅନ୍ୟାନ୍ୟ କୋଣାର୍କ, (ବି.ବି.ବୁ୍ୟରୋ): ଲକ୍ଡାଉନ୍ ପୂର୍ବରୁ ହୋଇଥିଲା ପ୍ରେମ । ହେଲେ ସେହି ପ୍ରେମକୁ ପରିବାର ଲୋକେ ଦେଲେନି ସ୍ୱୀକୃତି ।!-->…
ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ପ୍ରତି ଗାଁରେ ସର୍ବନିମ୍ନ ୨ଟି ପ୍ରକଳ୍ପ biswabijayee May 27, 2020 ଅନ୍ୟାନ୍ୟ ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଆସନ୍ତା ଜୁନ୍ ମାସ ପ୍ରଥମ ସପ୍ତାହ ସୁଦ୍ଧା ପ୍ରତି ଗାଁରେ ସର୍ବନିମ୍ନ ୨ଟି ପ୍ରକଳ୍ପକୁ ଯୁଦ୍ଧକାଳୀନ!-->…
ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ biswabijayee May 27, 2020 ଓଡ଼ିଶା ସୁବର୍ଣ୍ଣପୁର, (ବି.ବି.ନୁ୍ୟଜ୍): ସୁବର୍ଣ୍ଣପୁର ଜିଲ୍ଲାରୁ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରୁ ସୋନପୁର!-->…
ଦୁଇ ପିଏଲ୍ଏଫ୍ଆଇ ସଦସ୍ୟ ଗିରଫ biswabijayee May 27, 2020 ଅନ୍ୟାନ୍ୟ ରାଉରକେଲା, (ବି.ବି.ନୁ୍ୟଜ୍): ଓଡ଼ିଶାର ବୀରମିତ୍ରପୁର, ଝାରଖଣ୍ଡ ଓ ଛତିଶଗଡ଼ରେ ସକ୍ରିୟ ଥିବା ପିଏଲ୍ଏଫ୍ଆଇ ସଙ୍ଗଠନର ଜେନେରାଲ କମାଣ୍ଡର!-->…