ହାଇକୋର୍ଟଙ୍କ ନିଦେ୍ର୍ଧଶ:୬୫ରୁ ଅଧିକ ବୟସ୍କ ଆଇନଜୀବୀଙ୍କୁ କୋର୍ଟ ଆସିବା ମନା

କଟକ,(ବି.ବି.ନୁ୍ୟଜ୍): ୬୫ ବର୍ଷ ବୟସରୁ ଅଧିକ ବୟସ୍କ ଆଇନଜୀବୀମାନଙ୍କୁ ବର୍ତ୍ତମାନ ସମୟରେ କୋର୍ଟ ଆସିବାକୁ ମନା କରିଛନ୍ତି ହାଇକୋର୍ଟ ।

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଦେ୍ର୍ଧଶ:କରୋନା ସଂକ୍ରମିତ ଫେରିପାରିବେନି ଓଡ଼ିଶା

କଟକ,(ବି.ବି.ନୁ୍ୟଜ୍): ଓଡ଼ିଶା ବାହାରେ ରହୁଥିବା ପ୍ରବାସୀଙ୍କ ମଧ୍ୟରୁ ଯେଉଁମାନେ କରେନା ସଂକ୍ରମିତ ହୋଇନଥିବେ ଅର୍ଥାତ୍ ଯେଉଁମାନଙ୍କର

ଦିଲ୍ଲୀ ଏମ୍ସ ନିଦେ୍ର୍ଧଶକଙ୍କ ସତର୍କବାଣୀ:ଜୁନ୍-ଜୁଲାଇରେ ଶୀର୍ଷରେ ପହଞ୍ଚôବ କରୋନା

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ପ୍ରତିଦିନ କରୋନା ଭାଇରସ୍ (କୋଭିଡ-୧୯) ସଂକ୍ରମଣ ଓ ମୃତୁ୍ୟସଂଖ୍ୟା ବଢ଼ିଚାଲିଛି । ଏହାକୁ ବିଚାରକୁ ନେଲେ

ବିଶାଖାପାଟଣାରେ ଗ୍ୟାସ୍ ଟ୍ରାଜେଡି:୧୧ ମୃତ, ୨୫ରୁ ଅଧିକ ସଙ୍କଟାପନ୍ନ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଗୁରୁବାର ବିଷାକ୍ତ ରାସାୟନିକ ଗ୍ୟାସ୍ ଲିକ୍ ହେବା ଯୋଗୁ ୧୧ ଜଣ ଲୋକ ପ୍ରାଣ ହରାଇଛନ୍ତି

ଦେଶବାସୀଙ୍କୁ ମୋଦିଙ୍କ ସମ୍ବୋଧନ: ପ୍ରତିଟି ଜୀବନ ବଞ୍ଚାଇବାକୁ ହେଉଛି ପ୍ରୟାସ

ନୂଆଦିଲ୍ଲୀ: କରୋନା ଭାଇରସ୍ (କୋଭିଡ-୧୯) ସଂକ୍ରମଣ ପରିସ୍ଥିତିରେ ୋଦଶର ପ୍ରତିଟି ଜୀବନ ବଞ୍ଚାଇବାକୁ ପ୍ରୟାସ କରାଯାଉଛି । ତା ସହିତ ଭାରତ
Show Buttons
Hide Buttons