ଆଜି ସୁରଟରୁ ଆସି ପହଞ୍ଚିବ ୩ ଟ୍ରେନ୍ biswabijayee May 7, 2020 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ହାଇକୋର୍ଟଙ୍କ ନିଦେ୍ର୍ଧଶ ପରେ ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଜି ବାହାରିବାକୁ ଥିବା ୩ଟି ଟ୍ରେନକୁ!-->…
ଅମାନିଆଙ୍କ ଦାଦାଗିରି: ନିୟମ ଭାଙ୍ଗି ରେଡ୍ ଜୋନରୁ ସ୍ତ୍ରୀଙ୍କ ସହ ଫେରିଲେ, ତଥ୍ୟ ସଂଗ୍ରହ ପାଇଁ… biswabijayee May 7, 2020 ଅନ୍ୟାନ୍ୟ ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ଆଜି ଗୋଟିଏ ଦିନରେ ଚାରି ଜଣ କରୋନା ପଜିଟିଭ୍ ବାହାରିଥିବା ବେଳେ ସାମ୍ନାକୁ ଆସିଛି ଏକ ସାଂଘାତିକ ଘଟଣା!-->…
ଉଦାହରଣ ସୃଷ୍ଟି କଲେ ମହିଳା ଥାନାଧିକାରୀ: ଅସହାୟ ବୃଦ୍ଧାଙ୍କୁ ବଢାଇଲେ ସାହାଯ୍ୟର ହାତ, ନିଜେ… biswabijayee May 7, 2020 ଅନ୍ୟାନ୍ୟ କଳାହାଣ୍ଡି: ସାରା ବିଶ୍ୱ ଏବେ କରୋନା ଭାଇରସ ବିରୋଧରେ ଲଢେଇ କରୁଛି । ଏଥିରେ ମେଡିକାଲ କର୍ମଚାରୀ, ପୋଲିସ ଆଦି ସମ୍ମୁଖ ଯୋଦ୍ଧା ଭାବେ!-->…
ଜିଲ୍ଲାପାଳଙ୍କ ନିଦେ୍ର୍ଧଶ: ଭେଟିବାକୁ ଆସୁଥିବା ପରିବାରଲୋକଙ୍କୁ କ୍ୱାରେଣ୍ଟାଇନ୍ରେ ଭର୍ତ୍ତି… biswabijayee May 7, 2020 ଅନ୍ୟାନ୍ୟ ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ସୁରଟ ଫେରନ୍ତାଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି । ସେଠାକୁ ନଯିବାକୁ ପରିବାର ଲୋକଙ୍କୁ ପରାମର୍ଶ!-->…
ପଲିମର୍ସ ପ୍ଲାଣ୍ଟରୁ ବିଷାକ୍ତ ଗ୍ୟାସ୍ ଲିକ୍ ଘଟଣା: ଜରୁରୀ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ biswabijayee May 7, 2020 ଅପରାଧ ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ଗ୍ୟାସ୍ ଲିକ୍ ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀ ବୈଠକ ଡାକିଛନ୍ତି। ଜାତୀୟ ବିପର୍ୟ୍ୟୟ!-->…
ଫାଇନାନ୍ସ କମ୍ପାନୀରୁ ଅର୍ଥ ହେରଫେର ମାମଲାରେ ୨ ଅଭିଯୁକ୍ତ ଗିରଫ biswabijayee May 7, 2020 ଅନ୍ୟାନ୍ୟ ବ୍ରହ୍ମପୁର: ଫାଇନାନ୍ସ କମ୍ପାନୀରୁ ଟଙ୍କା ହେରଫେର ଘଟଣାରେ ଆଉ ଦୁଇ ଜଣ ଗିରଫ । ରମ୍ଭା ପୋଲିସ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି!-->…
ବିଷାକ୍ତ ଛତୁଖାଇ ୬ ଗୁରୁତର biswabijayee May 7, 2020 ଅନ୍ୟାନ୍ୟ ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ସୋସ ଥାନା ହରଡବାଡି ଗାଁ ରେ ବିଷାକ୍ତ ଛତୁଖାଇ ଗୋଟିଏ ପରିବାରର ଛଅଜଣ ଅସୁସ୍ଥ ହୋଇଛନ୍ତି । ଗୋଟିଏ!-->…
କେନ୍ଦୁଝର ଜଙ୍ଗଲରୁ ମିଳିଛି ଦୁଇମୁଣ୍ଡିଆ ସାପ biswabijayee May 7, 2020 ଅନ୍ୟାନ୍ୟ କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ବନ୍ୟପ୍ରାଣୀ ଅଭୟାରଣ୍ୟର ଢେଙ୍କିକୋଟ୍ ରେଞ୍ଜରୁ ବନ୍ୟଜୀବ ବିଶେଷଜ୍ଞ ଦୁଇ ମୁଣ୍ଡିଆ ବିରଳ ସାପ ଉଦ୍ଧାର!-->…
‘ଓଡ଼ିଶା ଫେରିବା ପୂର୍ବରୁ ପ୍ରବାସୀଙ୍କ କରୋନା ଟେଷ୍ଟ କର’ biswabijayee May 7, 2020 ଓଡ଼ିଶା କଟକ,(ବି.ବି.ନୁ୍ୟଜ୍): ଓଡ଼ିଶା ଫେରିବା ପୂର୍ବରୁ ପ୍ରବାସୀଙ୍କ କରୋନା ଟେଷ୍ଟ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି ହାଇକୋର୍ଟ । ଗୁରୁବାର ଏକ!-->…
କୁଟୁରା ମାଂସ ରାନ୍ଧି ଖାଉଥିଲେ, ବନ ବିଭାଗ କଲା ଚଢ଼ଉ biswabijayee May 7, 2020 ଅନ୍ୟାନ୍ୟ ଝାରସୁଗୁଡ଼ା,(ବି.ବି.ନୁ୍ୟଜ୍): ଜଙ୍ଗଲରୁ କୁଟୁରା ଶିକାର କରି ଘରେ ରାନ୍ଧି ଖାଉଥିଲେ ବନ ବିଭାଗ ଚଢ଼ଉ କରି ଦୁଇ ଜଣ ଯୁବକଙ୍କୁ ଗିରଫ!-->…