ପୁଣି ଚେନ୍ନାଇରୁ ଡଙ୍ଗାରେ ଫେରିଲେ ୩୯ ଜଣ biswabijayee Apr 27, 2020 ଅନ୍ୟାନ୍ୟ ଚିକିଟି, (ବି.ବି.ନୁ୍ୟଜ୍): ସୋମବାର ଅପରାହ୍ନରେ ପୁଣି ଚେନ୍ନାଇରୁ ସମୁଦ୍ର ପଥରେ ଫେରିଲେ ୩୯ ଜଣ ମତ୍ସ୍ୟଜୀବୀ । ଗତ ୨୩ ତାରିଖରୁ!-->…
ସୁରତରୁ ଓଡ଼ିଶା ବାହାରିଲା ୫ ବସ biswabijayee Apr 27, 2020 ଅନ୍ୟାନ୍ୟ ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଚେନ୍ନାଇରୁ ସମୁଦ୍ରପଥରେ ଡଙ୍ଗାରେ ତିନିଟି ପର୍ଯ୍ୟାୟରେ କିଛି ମତ୍ସ୍ୟଜୀବୀ ଆସିବା ପରେ ଏବେ ସଡ଼କ ପଥରେ!-->…
ଦକ୍ଷିଣ ଓ ଉତ୍ତର ଭାରତକୁ ୫,୭୯, ୧୧୩ ଟନ୍ ଚାଉଳ ପରିବହନ biswabijayee Apr 27, 2020 ଟ୍ୟୁଇନ୍ ସିଟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭାରତର ଅଧିକାଂଶ ଜନସଂଖ୍ୟା ଚାଉଳ ଓ ଭାତ ଖାଇବା ଉପରେ ନିର୍ଭର କରୁଥିବାରୁ ଏଠାରେ ଅଧିକ ଚାଉଳ ଉପôାଦନ ହୁଏ!-->…
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ମିଶ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ biswabijayee Apr 27, 2020 ଅନ୍ୟାନ୍ୟ ପୁରୀ,(ବି.ବି.ନୁ୍ୟଜ୍): ମାଟିରେ ମିଶିଲେ ମଞ୍ଚ ମଣିଷ । ପଞ୍ଚଭୂତରେ ଲୀନା ହେଲା ଶରୀର । ସୋମବାର ପୁରୀ ସ୍ୱର୍ଗଦ୍ୱାରରେ ପ୍ରଖ୍ୟାତ!-->…
କରୋନା ଲଢେ଼ଇରେ ସାମିଲ ହୋଇ ନିଆରା ଭାବେ ବାହାହେଲେ ଯୁବକ-ଯୁବତୀ biswabijayee Apr 27, 2020 ଅନ୍ୟାନ୍ୟ ନୟାଗଡ଼,(ବି.ବି.ନୁ୍ୟଜ୍): ମହାମାରୀ କରୋନା ରୋଗର ମୁକାବିଲା କରୁଛି ସମଗ୍ର ବିଶ୍ୱ । ଆଉ ଏହି ଲଢେ଼ଇରେ ନିଆରା ଭାବେ ବିବାହ କରି ଆଉ ପାଦେ!-->…
ଆତ୍ମବିଶ୍ୱାସ ଭରିଲେ ନବୀନ: ପୁଣି ହସିବ ଓଡ଼ିଶା biswabijayee Apr 27, 2020 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ‘କେତେ ପ୍ରାକୃତିକ ବିପର୍ଯ୍ୟୟ ଆମକୁ ହରେଇବାକୁ ଆସିଛି । ହେଲେ ଏ ଜାତି କେବେ ଭାଙ୍ଗି ପଡ଼ିନି କି!-->…
ଲକ୍ଡାଉନ୍ ବେଳେ କରୋନା ଯୋଦ୍ଧାଙ୍କ ନିଆରା ବିବାହ biswabijayee Apr 26, 2020 ଅନ୍ୟାନ୍ୟ ବୀରମହାରାଜପୁର,(ବି.ବି.ନୁ୍ୟଜ୍): ନା ସଜା ହୋଇଥିଲେ ବରକନ୍ୟା, ନା ଥିଲେ ବରଯାତ୍ରୀ, ନା ଫୁଟିଥିଲା ବାଣ ଆଉ ନା ରହିଥିଲେ ବନ୍ଧୁବାନ୍ଧବ ।!-->…
ଆଜି ଶପଥ ନେବେ ଜଷ୍ଟିସ୍ ମହମ୍ମଦ ରଫିକ୍ biswabijayee Apr 26, 2020 ଓଡ଼ିଶା କଟକ,(ବି.ବି.ବୁ୍ୟରୋ): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ ଜଷ୍ଟିସ୍ ମହମ୍ମଦ ରଫିକ୍ ଆସନ୍ତାକାଲି (ସୋମବାର) ଶପଥ ଗ୍ରହଣ କରିବେ!-->…
ରାଉରକେଲାରୁ ୩ କରୋନା ରୋଗୀ ଚିହ୍ନଟ biswabijayee Apr 26, 2020 ଟ୍ୟୁଇନ୍ ସିଟ ଭୁବନେଶ୍ୱର, (ବି.ବି.ବୁ୍ୟରୋ): ସୁନ୍ଦରଗଡକୁ ଶନିବାର କରୋନା ମୁକ୍ତ ଘୋଷଣା କରାଗଲା । ୨୪ ଘଣ୍ଟା ପୂରିନି ଆଜି ସକାଳୁ ସକାଳୁ ତିନି ନୂଆ!-->…
ସଙ୍ଗରୋଧ କେନ୍ଦ୍ରରେ ଏସିଡ୍ ମାଡ଼ biswabijayee Apr 26, 2020 ଅନ୍ୟାନ୍ୟ ରାୟଗଡ଼ା,(ବି.ବି.ନୁ୍ୟଜ୍): କ୍ୱାରେଣ୍ଟାଇନ୍ ସେଣ୍ଟରରେ ଏସିଡ୍ ମାଡ଼ । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ବ୍ଲକ୍ କୁମ୍ଭିକୋଟାସ୍ଥିତ!-->…