ଘର କବାଟରେ ଭାଇରସର ସନ୍ଧାନ biswabijayee Feb 4, 2020 ଦେଶବିଦେଶ ବେଜିଂ: ଚୀନ୍ ଏବଂ ଅନ୍ୟ କିଛି ଦେଶରେ କରୋନା ଭାଇରସ ସଂକ୍ରମଣ ଯୋଗୁ ସୃଷ୍ଟ ସଂକଟ ଏବେ ବି ଜାରି ରହିଛି । ଦିନକୁ ଦିନ ଏହା ଆହୁରି ଗୁରୁତର!-->…
ଇତିହାସ ରଚିଲା ଏସ୍ସିବି biswabijayee Feb 4, 2020 ଅନ୍ୟାନ୍ୟ କଟକ,(ବି.ବି.ନୁ୍ୟଜ୍): ନୂଆ ଇତିହାସ ରଚିଛି କଟକ ବଡ଼ ଡାକ୍ତରଖାନା । ସଫଳ ହୋଇଛି ବହୁ ପ୍ରତୀକ୍ଷିତ ଓଡ଼ିଶାର ପ୍ରଥମ ‘କାଡାଭରିକ୍!-->…
ଦୁଇ ଜଣଙ୍କୁ ଜୀବନ ଦେଲେ ପ୍ରିୟଙ୍କା biswabijayee Feb 4, 2020 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବ୍ରେନ୍ ଡେଥ୍ ପରେ ପି୍ରୟଙ୍କା ପାତ୍ର ଜଣେ ନୁହେଁ, ଦୁଇ ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି । ଜଣଙ୍କ!-->…
ପାଶ୍ୱାନଙ୍କୁ ଭେଟିଲେ ବିଜେଡି ସାଂସଦ biswabijayee Feb 4, 2020 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କୁ ମଙ୍ଗଳବାର ଭେଟିଛନ୍ତି ବିଜେଡି ସାଂସଦ । ଧାନ!-->…
ଶ୍ରେÂ ୧୦ରେ ଓଡ଼ିଶାର ୬ ଜିଲ୍ଲା biswabijayee Feb 4, 2020 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମୌଳିକ ଭିତ୍ତିଭୂମି ସଜାଡ଼ିବାରେ ଓଡ଼ିଶାର ପ୍ରଦର୍ଶନ ବେଶ୍ ଉତ୍ତମ ରହିଛି । ନୀତି ଆୟୋଗ ଡେଲ୍ଟା!-->…
ଓୟୁଏଟି କୁକୁଡ଼ା ଫାର୍ମ ସିଲ୍ biswabijayee Feb 4, 2020 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବାରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) କୁକୁଡ଼ା ଫାର୍ମକୁ!-->…
ଆୟୁଷ୍ମାନ ଭାରତ ସର୍ତ୍ତ ବଦଳାଇଲେ ଓଡ଼ିଶା ଗ୍ରହଣ କରିବ: ଅମର biswabijayee Feb 4, 2020 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆୟୁଷ୍ମାନ ଭାରତ ଯୋଜନାରେ ଥିବା କିଛି ସର୍ତ୍ତ ଯଦି କେନ୍ଦ୍ର ସରକାର କୋହଳ କରିବେ ତେବେ ଯାଇ ଓଡ଼ିଶା!-->…
ବାପାଙ୍କ ଶବକୁ ମୁଖାଗ୍ନି ଦେଲେ ଝିଅ biswabijayee Feb 3, 2020 ଅନ୍ୟାନ୍ୟ ଗୁଡ଼ଭେଲା,(ବି.ବି.ନୁ୍ୟଜ୍): ଅନ୍ୟ ଜାତିରେ ଝିଅ ବିବାହ କରିଥିବାରୁ ସାମାଜିକ ବାସନ୍ଦର ଶିକାର ହୋଇଥିଲେ । ତାଙ୍କ ମୃତୁ୍ୟ ପରେ ସାମାଜିକ!-->…
ନକଲି ତେଲ କାରଖାନା ଠାବ biswabijayee Feb 3, 2020 ଅପରାଧ ରାୟଗଡ଼ା,(ବି.ବି.ନୁ୍ୟଜ୍): ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ଭାବେ ପରିଚିତ ରାୟଗଡ଼ା ସହରରେ ସୋମବାର ଏକ ନକଲି ଖାଇବା ତେଲ କାରଖାନା ଠାବ!-->…
ଅତିରିକ୍ତ ତହସିଲଦାର, ଆରଆଇଙ୍କୁ କାର୍ଯ୍ୟାଳୟରେ ବାଲି ମାଫିଆଙ୍କ ଆକ୍ରମଣ biswabijayee Feb 3, 2020 ଅନ୍ୟାନ୍ୟ ଭଣ୍ଡାରିପୋଖରୀ,(ବି.ବି.ନୁ୍ୟଜ୍): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ସ୍ୱାଇଁ ଓ ମଞ୍ଜୁରୀରୋଡ଼ ରାଜସ୍ୱ!-->…