ଜୁନ୍ ସୁଦ୍ଧା ଭୁବନେଶ୍ୱରକୁ ଉଡ଼ିବ ବିମାନ biswabijayee Apr 15, 2022 ଅନ୍ୟାନ୍ୟ ଜୟପୁର,(ବି.ବି.ବୁ୍ୟରୋ): ଆସନ୍ତା ଜୁନ୍ ଶେଷ ସୁଦ୍ଧା ଜୟପୁର ଏୟାରଷ୍ଟି୍ରପ୍ରୁ ଭୁବନେଶ୍ୱର ଏବଂ ବିଶାଖାପାଟଣାକୁ ଉଡ଼ିବ ବିମାନ । ଏ!-->…
ବୁଡ଼ିଗଲା ରୁଷ ଆଣବିକ ଅସ୍ତ୍ର! biswabijayee Apr 15, 2022 ଦେଶବିଦେଶ ମସ୍କୋ/କିଏଭ୍: ରୁଷ-ୟୁକ୍ରେନ ଯୁଦ୍ଧ ଇତିମଧ୍ୟରେ ୫୦ ଦିନ ଅତିକ୍ରମ କରିସାରିଛି । ଯୁଦ୍ଧରେ ୟୁକ୍ରେନର ବ୍ୟାପକ କ୍ଷୟକ୍ଷତି ଘଟିଥିଲେ ମଧ୍ୟ!-->…
ମୋବାଇଲ୍ ଖେଳରୁ ଛାତ୍ରକୁ ହତ୍ୟା biswabijayee Apr 15, 2022 ଅପରାଧ ଜୟପୁର,(ବି.ବି.ବୁ୍ୟରୋ): ମୋବାଇଲ୍ ନେଇଗଲା ଜଣକ ଜୀବନ । ଫ୍ରି ଫାୟାର୍ ଖେଳକୁ କେନ୍ଦ୍ର କରି ଜଣେ ଷÂ ଶ୍ରେଶୀ ଛାତ୍ରକୁ ନିର୍ମମ ହତ୍ୟା ।!-->…
ଜଳିଗଲା କେଶରୀ ମଲ୍ biswabijayee Apr 15, 2022 ଟ୍ୟୁଇନ୍ ସିଟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶୁକ୍ରବାର ରାତିରେ ମାର୍କେଟ୍ ବିଲଡିଂ ସ୍ଥିତ ବିଏମ୍ସି କେଶରୀ ମଲରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୪ଟି!-->…
ନିଦରୁ ଉଠାଇ ଜଣଙ୍କ ପରେ ଜଣଙ୍କୁ ହାଣିଲି biswabijayee Apr 15, 2022 ଅପରାଧ ମାହାଙ୍ଗା,(ବି.ବି.ବୁ୍ୟରୋ): ପ୍ରଥମେ ଭାଉଜଙ୍କୁ ଚୋଟ ପକାଇଲା । ଅଟକାଇବାକୁ ଆସି ଆକ୍ରମଣର ଶିକାର ହେଲେ ବଡ଼ ÿଭାଇ ଅଲେଖ । ଭାଇ,!-->…
ଅସୁସ୍ଥ ଶିଶୁକୁ ଧରି ଦିନ ତମାମ୍ ଏସସିବିରେ ଘୂରିଲେ ଦମ୍ପତି biswabijayee Apr 15, 2022 ଅନ୍ୟାନ୍ୟ କଟକ,(ବି.ବି.ବୁ୍ୟରୋ): ଏସ୍ସିବି ମେଡିକାଲ୍ରେ ଗୋଟିଏ କି ଦୁଇଟି ଜାଗାରେ ନୁହେଁ । ତିନି ତିନୋଟି ଜାଗାରେ ହାଇପ୍ରୋଫାଇଲ ଲିକୁଇଡ୍!-->…
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ତଦାରଖ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର biswabijayee Apr 13, 2022 ଓଡ଼ିଶା ଢେଙ୍କାନାଳ,(ବି.ବି.ନୁ୍ୟଜ): କରୋନା ମହାମାରୀ ପରଠାରୁ ଦେଶରେ ରହିଥିବା ଗରିବ ଓ ଅସହାୟଙ୍କ ପାଇଁ ମୋଦି ସରକାର ମାଗଣାରେ ଚାଉଳ ପଠାଉଛନ୍ତି!-->…
ପରିତ୍ୟକ୍ତ ଘରୁ ଶାଗୁଆନ୍ କାଠ ଜବତ biswabijayee Apr 13, 2022 ଅପରାଧ ଦିଗପହଣ୍ଡି, (ବି.ବି.ନୁ୍ୟଜ): ଆଜି ଦିଗପହଣ୍ଡି ବନବିଭାଗ ଏନ୍ଫୋର୍ସମେଣ୍ଟ ଟିମ୍ ପୃଥକ୍ ସ୍ଥାନରେ ଚଢଉ କରି ଦୁଇଶହ ଘନଫୁଟ ଶାଗୁଆନ୍ କାଠ!-->…
ରାସ୍ତା ବନ୍ଦ, ବଢୁଛି ଅସନ୍ତୋଷ biswabijayee Apr 13, 2022 ଓଡ଼ିଶା ବ୍ରହ୍ମପୁର,(ବି.ବି.ବୁ୍ୟରୋ): ବ୍ରହ୍ମପୁର ସହରକୁ ସୁନ୍ଦର କରିବା ପାଇଁ ବିଏମ୍ସି ପକ୍ଷରୁ ସ୍ମାର୍ଟରୋଡ୍ ନିର୍ମାଣ କାର୍ଯ୍ୟ ଜାରି ରହିଛି!-->…
ଗଞ୍ଜେଇ ଜବତ, ଜଣେ ଗିରଫ biswabijayee Apr 13, 2022 ଅପରାଧ ଦାରିଙ୍ଗବାଡ଼ି,(ବି.ବି.ନୁ୍ୟଜ): ଦାରିଙ୍ଗବାଡ଼ି ଥାନା ପୁଲିସ ବୋଲେରୋ ଗାଡ଼ି ସମେତ ଗଞ୍ଜେଇ ଜବତ କରି ଜଣକୁ ଗିରଫ କରିଥିବା ଥାନା!-->…