ମୋବାଇଲ୍ ଚୋର ର୍ୟାକେଟକୁ କାବୁ କଲା ପୁଲିସ :୪ ନାବାଳକଙ୍କ ସହ ୭ ଜେଲ୍ ଗଲେ biswabijayee Dec 2, 2019 ଅପରାଧ ରାଜକନିକା,(ବି.ବି.ନୁ୍ୟଜ୍): ରାଜକନିକା ଥାନା ଅଞ୍ଚଳରେ ଗତ କିଛି ଦିନ ହେବ ସ୍ମାର୍ଟଫୋନ୍ ମୋବାଇଲ୍ ଚୋରି ବୃଦ୍ଧି ପାଇଛି । ଗତ ନଭେମ୍ୱର!-->…
କଚାଡ଼ି ମାରିଦେଲେ ହାତୀପଲ biswabijayee Dec 2, 2019 ଅନ୍ୟାନ୍ୟ ବାମରା,(ବି.ବି.ନୁ୍ୟଜ୍): ସମ୍ବଲପୁର ବାମରା ବନ୍ୟପ୍ରାଣୀ ବନଖଣ୍ଡ ବନାଞ୍ଚଳ ଗଡ଼ପୋଷ ସେକ୍ସନ୍ ମହୁଲମୁଣ୍ଡା ଗାଁରେ ହାତୀପଲ ଜଣଙ୍କୁ!-->…
ଆସୁଛନ୍ତି ରାଷ୍ଟ୍ରପତି:ସୁରକ୍ଷାରେ ୫୦ ପ୍ଲାଟୁନ୍ ଫୋର୍ସ biswabijayee Dec 2, 2019 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆସନ୍ତା ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଖୋର୍ଦ୍ଧା ଓ!-->…
ଲୁହାପଥର ଖଣି ନିଲାମ ବାତିଲ biswabijayee Dec 2, 2019 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବହୁ ପ୍ରତୀକ୍ଷିତ ଲୁହାପଥର ଖଣି ନିଲାମକୁ ଓଡ଼ିଶା ସରକାର ବାତିଲ କରିଛନ୍ତି । ୬ରେ ଲୁହାପଥର ନିଲାମ ନେଇ!-->…
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଘୋଡ଼ଲାଗି ବେଶ biswabijayee Dec 2, 2019 ଓଡ଼ିଶା ପୁରୀ,(ବି.ବି.ବୁ୍ୟରୋ): ସୋମବାର ଶ୍ରୀମନ୍ଦିରରେ ଓଢ଼ଣ ଷÂୀ ପର୍ବରେ ମହାପ୍ରଭୁଙ୍କ ‘ଘୋଡ଼ ଲାଗି’ ବେଶ ହୋଇଥିଲା । ଏହା ହେଉଛି!-->…
ଅଧା ରହିଗଲା ଜଗା ଦର୍ଶନ, ମହୋଦଧି କୂଳେ ଟଳିପଡ଼ିଲେ biswabijayee Dec 2, 2019 ଅନ୍ୟାନ୍ୟ ପୁରୀ,(ବି.ବି.ନୁ୍ୟଜ୍): ପୁରୀରେ ମରିବି ପଛେ ଯିବି । ମୋତେ କେହି ରୋକି ପାରିବେନି । ପତ୍ନୀଙ୍କୁ ଏଭଳି କହି ଜିଦି କରି ଆସିଥିଲେ!-->…
ଚିଲିକା, ଭିତରକନିକାରୁ ଚିଙ୍ଗୁଡି ଘେରି ଉଚ୍ଛେଦ ମାମଲା:କ’ଣ ପଦକ୍ଷେପ ନେଇଛ ଜଣାଅ: ହାଇକୋର୍ଟ biswabijayee Dec 2, 2019 ଅନ୍ୟାନ୍ୟ କଟକ,(ବି.ବି.ନୁ୍ୟଜ୍): ଚିଲିକା, ଭିତରକନିକାରୁ ଚିଙ୍ଗୁଡି ଘେରି ଉଚ୍ଛେଦ ନେଇ ରାଜ୍ୟ ସରକାର କି’ ପଦକ୍ଷେପ ଗ୍ରହଣ କରିଛନ୍ତି ସେ!-->…
‘ସାରଥି ନିଜେ ମାନିଥିଲା, ତା’ର କିଛି ଅଲୌକିକତା ନାହିଁ’ biswabijayee Dec 2, 2019 ଅନ୍ୟାନ୍ୟ କଟକ,(ବି.ବି.ନୁ୍ୟଜ୍): ସାରଥି ବାବା ଓରଫ ସନ୍ତୋଷ ରାଉଳ ପାଖରେ କୌଣସି ପ୍ରକାରର ଅଲୌକିକତା ବା ବିଶେଷ କ୍ଷମତା କେବେ ବି ନଥିଲା । ଏପରିକି!-->…
ଅମିତ ଶାହଙ୍କ ଦୃଢେ଼ାକ୍ତି:୨୦୨୪ ପୂର୍ବରୁ ସବୁ ଅନୁପ୍ରବେଶକାରୀ ତଡ଼ା ହେବେ biswabijayee Dec 2, 2019 ଦେଶବିଦେଶ ନୂଆଦିଲ୍ଲୀ: ସମଗ୍ର ଦେଶରେ ଏନଆରସି ଲାଗୁ କରିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋମବାର ସମୟସୀମା ଚୂଡାନ୍ତ!-->…
୩ ଅନ୍ତଃରାଜ୍ୟ ସାଇବର ଠକ ଗିରଫ biswabijayee Dec 2, 2019 ଅପରାଧ କଟକ,(ବି.ବି.ନୁ୍ୟଜ୍): ପେଟ୍ରେଲ୍ ପମ୍ପ କରାଇ ଦେବା ନାଁରେ ଜାଲ୍ ୱେବସାଇଟ୍ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିବା ଏକ ଅନ୍ତଃରାଜ୍ୟ!-->…